April 26, 2026

କାଶୀନଗର ତହସିଲ କାର୍ଯାଳୟ ରେ କାର୍ଯ୍ୟରତ ତହସିଲଦାର ଶ୍ରୀ ଅଶୋକ କୁମାର ପ୍ରଧାନଙ୍କ ବଦଳି ହୋଇଯିବା ପରେ ଶ୍ରୀ ତ୍ରିନାଥ ସାହୁ ଅତିରିକ୍ତ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି.

IMG-20240912-WA0032
Share

 

କାଶୀନଗର ତହସିଲ କାର୍ଯାଳୟ ରେ କାର୍ଯ୍ୟରତ ତହସିଲଦାର ଶ୍ରୀ ଅଶୋକ କୁମାର ପ୍ରଧାନଙ୍କ ବଦଳି ହୋଇଯିବା ପରେ ଶ୍ରୀ ତ୍ରିନାଥ ସାହୁ ଅତିରିକ୍ତ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି. ଶ୍ରୀ ତ୍ରିନାଥ ସାହୁ ଦାୟିତ୍ୱ ଗ୍ରହଣ କରିବା ପରେ କାଶୀନଗର ବଂଶଧାରା ପାଠାଗାର ଓ ବ୍ରାହ୍ମଣ ସାହି ପୂଜା କମିଟି ତରଫରୁ ଭଵ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା. ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ବଂଶଧାରା ପାଠାଗାର ସଭାପତି ହୃଷିକେଶ ଗୌଡ଼, ରବୀନ୍ଦ୍ର ମାଲିକ, ପ୍ରଧାନ ଶିକ୍ଷକ ଭାଗିରଥି ବେହେରା, ଆନନ୍ଦ ପାତ୍ର ଓ ଭାସ୍କର ସାମନ୍ତରା ଯୋଗ ଦେଇଥିଲେ.