May 15, 2026

ବେଗୁନିଆ ବ୍ଳକ ଓଷ୍ଟାର ପ୍ରଥମ କାର୍ଯ୍ୟକାରୀଣି ବୈଠକ

IMG-20260512-WA0050
Share

 

 

ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର) ୧୨.୫.୨୦୨୬ ରିଖ ମଙ୍ଗଳବାର ଦିନ ଦିବା ୮ ଘଟିକା ସମୟରେ ବେଗୁନିଆ ବ୍ଳକ ଓଷ୍ଟାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସଭାପତି ଦିବାକର ସାହୁଙ୍କ ଆବାହକ ରେ ଡିଙ୍ଗର ସରକାରୀ ଉଚ୍ଚବିଦ୍ୟାଳୟରେ ବସିଥିଲା ଏହି ବୈଠକରେ ଉପସ୍ଥିତ ଥିବା ବ୍ୟକ୍ତିମାନଙ୍କ ମଧ୍ଯରେ ପୂର୍ବତନ ସଭାପତି ଗଶେଷ ମିଶ୍ର ଓ ସମ୍ପାଦକରତିକାନ୍ତ କହଳସିଂ ପ୍ରଥମେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତାକୁ ପ୍ରକାଶ କରିଥିଲେ ଓ ସଭ୍ୟ ସଭ୍ୟା ମାନେ ସେମାନଙ୍କ କାର୍ଯ୍ୟକୁ ପ୍ରସଂସା କରିଥିଲେ ନୂତନ ସଭ୍ୟ ଭାବରେ କାର୍ଯ୍ୟକାରି ସଭାପତି ବିଜୟ ପ୍ରଧାନ,ଉପସଭାପତି ଭାବେ କବିତା ଦତ ଓ ଅକ୍ଷୟ ମହାପାତ୍ର, ସଂପାଦକ ବଂଶିଧର ପାଣିଗ୍ରାହୀ ସହ ସଂପାଦକ ଶ୍ରୀନିବାସ ରଣସିଂ ଓ ବିଷ୍ଣୁପ୍ରୀୟା ବେହେରା କାର୍ଯ୍ୟକାରି ସଂପାଦକ ମାନସ କୁମାର ସେଠୀ ଏବଂ ଉପଦେଷ୍ଟା, ପ୍ରଶାନ୍ତ କୁମାର ପ୍ରଧାନ, ରାଜ୍ୟ ଇ .ସି ମେମ୍ବର ସନ୍ତୋସ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ ପ୍ରାରମ୍ଭରେ ଜଗନ୍ନାଥଠାକୁରଙ୍କ ପୂଜା ଅର୍ଚ୍ଚନା କରି ବିଦାତ୍ରୀ ସଭାପତି ସଂପାଦକ ତାଙ୍କର କାର୍ଯ୍ୟ ୧୨ ବର୍ଷର ଅଭିଜ୍ଞତାକୁ ସମସ୍ତିଙ୍କୁ ଜଣାଇଥିଲେ ପରେ ଉପସ୍ଥିତ ସଭ୍ୟ ସଭ୍ୟା ମାନେ ଆଗାମି ଦିନରେ ବ୍ଳକ ଓଷ୍ଟା କୁ ତୃଣମ୍ବଳ ସ୍ତରରେ ସଂଗଠନକୁ ଦୃଢ କରିବାପାଇଁ ପ୍ରତିଶୃତି ବଦ୍ଧ ହେଲେ ସମସ୍ତ ୩୨ଟି ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ସାଙ୍ଗରେ ସାମିଲ କରିବା ଏବଂ ବିଦ୍ୟାଲୟସ୍ତରରେ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା କରିବା ବ୍ଳକରୁଆଗାମି ଦିନରେ ଅଧୀକରୁଅଧୀକ ୯୦ ପ୍ରତିଶତରୁ ଅଧୀକମାର୍କ ରଖୀବାଲାଗି ପ୍ରୟାଶ କରିବା ଆଦି କାର୍ଯ୍ୟକ୍ରମ ହାତକୁ ନେଇଛି,ଆଗାମି ୨୨ତାରିଖରେ ବ୍ଳକରୁ ଏ୧୮ଜଣ ଚ୍ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ଭଳି ସମ୍ବର୍ଦ୍ଧନା କରିବାପାଇଁ ସ୍ଥିର କରାଗଲା ସର୍ବଶେଷରେ ଉପସଭାପତି ଅକ୍ଷୟ ମହାପାତ୍ର ସମସ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥୀଲେ ସଭା ସଂଯୋଜକ ଗତିକାନ୍ତ କହଲସିଂଙ୍କୁ ମଧ୍ଯ ଭୂରୀଭୂରୀ ପ୍ରଶଂସା କରିଥିଲେ