June 13, 2026

ଖରମୁଣ୍ଡା ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ

IMG-20251011-WA0133
Share

 

ଆଜି ଶନିବାର ପୂର୍ବାହ୍ନ ୧୦ଟାରୁ ସନ୍ଦ୍ୟା ୫ଟା ସମୟରେ ଅତାବିରା ବ୍ଲକ ଅଧିନ ଖରମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଡିଇଓ ସରୋଜ କୁମାର ଭୋଇ,ସମ୍ମାନୀତ ଅତିଥି ଭାବେ ବ୍ଲକ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲୋକନାଥ ମହାନନ୍ଦ,ସଂଯୋଜକ ସିଆରସିସି ସୀତାପତି ପଧାନ,ଉମେଶ ଚନ୍ଦ୍ର ଆଚାର୍ଯ୍ୟ,ବିନୋଦ ବିହାରି ପଧାନ ଯୋଗଦେଇଥିଲେ |ଶୁଶାନ୍ତ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ  |

You may have missed