March 7, 2026

ହଦଗଡ଼ରେ ନୂତନ ରେଞ୍ଜରଙ୍କ ଯୋଗଦାନ

IMG-20230810-WA0012
Share

ହଦଗଡ଼ରେ ନୂତନ ରେଞ୍ଜରଙ୍କ ଯୋଗଦାନ

ହାଟଡିହି ତା ୧୦/୦୮ : ହଦଗଡ଼ ରେଞ୍ଜ ରେ ନୂତନ ଭାବେ ୭ ତାରିଖ ଯୋଗଦାନ ଦେଇଛନ୍ତି ରେଞ୍ଜର ମାର୍ଶାଲ କିଷ୍କୋ।ହଦଗଡ଼ ବନଖଣ୍ଡ ରେ ବର୍ତ୍ତମାନ ଏହି ବିଭିନ୍ନ ପ୍ରକାର ଚାରା ରୋପଣ ସହ ବୃକ୍ଷ ରୋପଣ ପାଇଁ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ଵାନ ଦେଲେ ଶ୍ରୀଯୁକ୍ତ କିସ୍କୋ।ଏହି ଅବସରରେ ଅମୃତ ଯୋଜନା ରେ ପ୍ରତ୍ୟେକ ପଞ୍ଚାୟତ ରେ କିପରି ବୃକ୍ଷ ରୋପଣ କରାଯିବ ହଦଗଡ଼ ଫରେଷ୍ଟ କର୍ମଚାରୀ ଓ ସ୍କାର୍ଡ ଟିମ୍ କୁ ନେଇ ଆଗକୁ କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ପରିଚାଳନା କରିବା ପାଇଁ ଆହ୍ବାନ ଦେଇଛନ୍ତି ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ)