April 24, 2026

ରାମଲାଲl ସେବା ଟ୍ରଷ୍ଟ ର ଗୁରୁ ପୁର୍ଣିମା ପାଳନ..

IMG-20250710-WA0047
Share

 

ବରଗଡ଼ ତା: ୧୦.୦୭.୨୦୨୫ ଆଜି ପବିତ୍ର ଗୁରୁପୂର୍ଣ୍ଣମୀ ଅବସରରେ ବରଗଡ଼ ର ଅlଧ୍ୟାମିକ ସୃଷ୍ଟି କରି ଜନ ଜାଗରଣ କରୁଥିବା ରାମ ଲାଲା ସେବା ଟ୍ରଷ୍ଟ, ବରଗଡ଼ ଆଜି ଗୁରୁ ଶିଷ୍ୟ ର ପ୍ରାଚୀନ ପରମ୍ପରା କୁ ଉଜୀବିତ କରି ଆଗାମୀ ନୂତନ ପିଢ଼ି କୁ ସଠିକ ବାର୍ତ୍ତା ଦେବାର ଏକ ମହନୀୟ କାର୍ଯ୍ୟକ୍ରମରେ ଟ୍ରଷ୍ଟ ସଭାପତି ଶ୍ରୀ କିଶୋର ବିଭାର ଙ୍କ ସଭାପତିତ୍ୱ ରେ ଏକ ସଭା ସ୍ଥାନୀୟ ବିଜୁପଟନାୟକ ଟାଉନ ହଲ ରେ ଅନୁଷ୍ଠିତ ହୋଇଥିଲା।ଏହି ସlତ୍ଵିକ ସଭା ରେ ମଞ୍ଚାସିନ ଅତିଥି ରୂପେ ସ୍ୱାମୀ ସୋମଦେବ, ପଦ୍ମଶ୍ରୀ ହଳଧର ନାଗ, ପ୍ର : ଅମରେନ୍ଦ୍ର ନାରାୟଣ ଯାଦବ ଓ କିସାନ ସଂଘ ର ରାଷ୍ଟ୍ରୀୟ ସଦସ୍ୟ ଶ୍ରୀ କେଦାର ମିଶ୍ର, ଗୁରୁ ଶିଷ୍ୟ ପରମ୍ପରା ଉପରେ ସମାଜ ରେ ଗୁରୁଙ୍କ ଅବଦାନ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ସମାଜ ରେ ଉଲ୍ଲେଖନୀୟ ସେବା ରେ ଚିର ବ୍ରତୀ ବରଗଡ଼ ସଂଘ ମିତ୍ରା ଗ୍ରୁପ ର ସଦସ୍ୟା ଙ୍କୁ ମାତୃ ହି ପ୍ରଥମ ଗୁରୁ ରୂପେ ଉପଢ଼ୋ କନ ପ୍ରଦାନ ପୂର୍ବକ ଶ୍ରୀମତୀ ସଂଘମିତ୍ରା ପଟେଲ ଙ୍କୁ ସାମ୍ବାନୀତ କରଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଶ୍ରୀ ନରେନ୍ଦ୍ର ସାହୁ ଓ ଶ୍ରୀମତୀ ସୁଜାତା ପଣ୍ଡା ସଂଯୋଜନା କରିଥିଲା ବେଳେ ଶ୍ରୀ ହୀରାଲାଲ ସା ଧନ୍ୟବାଦ ଅର୍ପଣ କରିଥିଲେ।