April 23, 2026

ଲାଞ୍ଜିଗଡ଼ ରେ ବୋଲବମ୍ ଆରମ୍ଭ..

IMG-20250710-WA0046
Share

 

ଗୁରୁ ପୂର୍ଣ୍ଣିମା ଅବସରରେ ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ କାର୍ଯକ୍ରମ ଚାଲିଥିବା ବେଳେ ଲାଞ୍ଜିଗଡ଼ ଗ୍ରାମରେ ଅନେକ ଭକ୍ତ ବୋଲବମ୍ ର ଶୁଭାରମ୍ଭ କରିଥିବାର ଦେଖିବକୁ ମିଳିଛି । ସମସ୍ତ ଭକ୍ତବୃନ୍ଦ ଗ୍ରାମର ଶିବ ମନ୍ଦିର ରେ ସଂକଳ୍ପ ନେଇଛନ୍ତି।

ଏହି କାର୍ଯ୍ୟକ୍ରମ ଦିର୍ଘ ଏକ ମାସ ଜାରୀ ରହିବ ବୋଲି କିଛି ଭକ୍ତ ମତ ଦେଇଛନ୍ତି।

 

ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ୍ ଉପାନ୍ତ ଖବର

You may have missed