ଗଜପତି:-ରାଜ୍ୟ ସାମ୍ବାଦିକ ସଂଘ (ଏସ:ୟୁ:ଜେ:)ର ରାଜ୍ୟ ସ୍ତରୀୟ ୬ ତମ ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ପାଇଁ ଗଜପତିରୁ ଗଲେ ୨୫ ରୁ ଉର୍ଦ୍ଧ୍ବ ସାମ୍ବାଦିକ
ପାରଳାଖେମୁଣ୍ଡି:୧୦/୨(ଗରୁଡ ଧ୍ଵଜ ଚୌଧୁରୀ) ଆଜି ୧୧ ତାରିଖ ବୁଧୁବାର ରାଜ୍ୟ ସାମ୍ବାଦିକ ସଂଘ (ଏସ:ୟୁ:ଜେ:)ର ରାଜ୍ୟ ସ୍ତରୀୟ ୬ ତମ ବାର୍ଷିକ ସମ୍ମିଳନୀ ରାଜଧାନୀ ଭୁବନେଶ୍ଵର...
