November 21, 2024

ଗଞ୍ଜାମ ମହାବିଦ୍ୟାଳୟର 55 ତମ ପ୍ରତିଷ୍ଠା ଦିବସ, ପାଳିତ =**********-****-********** ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା ଗଞ୍ଜାମ ସହର ର ଋଷୁକୂଲ୍ୟା ନଦୀ କୂଳରେ ଅବସ୍ଥିତ ଗଞ୍ଜାମ ମହାବିଦ୍ୟାଳୟର 55 ବର୍ଷ ପୂର୍ତ୍ତି ଅବସରରେ ପ୍ରତିଷ୍ଠା ଦିବସ କଲେଜ ଏଡ଼ିଟରିୟମ ହଲ ଠାରେ ମହାସମାରୋହରେ ପାଳିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ବ୍ରହ୍ମପୁର ରିଜୋନାଲ ଡାଇରେକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସନମାନିତ ଅତିଥି ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, କଲେଜ ଅଧକ୍ଷ ଡ଼ ପ୍ରବୀଣ କୁମାର ନନ୍ଦ ପ୍ରମୁଖ ମଞ୍ଚାସିନ ଥିଲେ l ଓଡ଼ିଆ ବିଭାଗୀୟ ମୁଖ୍ୟ ରିଡର ଲକ୍ଷ୍ମୀ ନାରାୟଣ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ରାଜନୀତି ବିଜ୍ଞାନ ବିଭାଗ ପ୍ରଫେସର ଅମର ପ୍ରସାଦ ବିଶୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ l ନିଜର ଆତ୍ମ ବିଶ୍ୱାସ ଥିଲେ ସବୁ ସମ୍ଭବ ଏବଂରାଜ୍ୟରେ ଉଚ୍ଚ ଶିକ୍ଷାରେ ବୈପ୍ଳବୀକ ପରିବର୍ତନ ଆସିଛି ବୋଲି ମୁଖ୍ୟ ଅତିଥି ବିଧାୟକ ନିଜ ବକ୍ତବ୍ୟରେ କହିଥିଲେ l ମୋବାଇଲ ଠାରୁ ଦୁରେଇ ରହିବାକୁ ମୁଖ୍ୟ ବକ୍ତା ଆଞ୍ଚଳିକ ନିର୍ଦ୍ଦେଶକ ତ୍ରିପାଠୀ ଛାତ୍ରୀ ଛାତ୍ରଙ୍କ ଉର୍ଧେଶ୍ୟରେ ସୂଚନା ଦେଇଥିଲେ l ଗଞ୍ଜାମ କଲେଜର ବିଭିନ୍ନ ସମସ୍ୟାକୁ ମୁଖ୍ୟ ଅତିଥି ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏଥିସହ ଏହି ବହୁ ପୁରାତନ କଲେଜ ଆସନ୍ତା ସେପ୍ଟେମ୍ବରରେ ନାକ ମାନ୍ୟତା ପାଇବାକୁ ଯାଉଥିବା କଲେଜ ଅଧକ୍ଷ ସୂଚନା ଦେଇଥିଲେ l ଏଥିପାଇଁ ସ୍ଥାନୀୟ ବିଧାୟକଙ୍କ ଭୂମିକା ଅତୁଳନୀୟ ବୋଲି କଲେଜ ଅଧକ୍ଷ ନିଜ ବକ୍ତବ୍ୟରେ କହିଥିଲେ l ଇଂଲିଶ ବିଭାଗ ମୁଖ୍ୟ ସ୍ମରଣିକା ହୋତା ବାର୍ଷିକ ବିବରଣୀ କରିଥିଲେ l ଏହାକୁ ଡ଼ଃ.ସୁଶାନ୍ତ କୁମାର ସେଠି, ଡ଼ଃ ପିତାମ୍ବର ବେହେରା, ସୁମନ ସେଠି, ଶୁଭେନ୍ଦୁ ବିକାଶ ଟହଲ,ଖୁସୁବୁ ନାଜ,ଦୁର୍ଗା ପ୍ରସାଦ ଦାସ, ଅରୁଣଧତୀ ସିଂ, ନିଗମ ସ୍ୱାଇଁ, ଅଜୟ ବାରିକି, ରଘୁନାଥ ରେଡ଼ି, ସୁଶାନ୍ତ ଆଚାର୍ଯ୍ୟ ପ୍ରମୁଖ ସହଯୋଗ ପରିଚାଳନା କରିଥିଲେ l

Share

ଗଞ୍ଜାମ ମହାବିଦ୍ୟାଳୟର 55 ତମ ପ୍ରତିଷ୍ଠା ଦିବସ, ପାଳିତ

=**********-****-**********

ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ସହର ର ଋଷୁକୂଲ୍ୟା ନଦୀ କୂଳରେ ଅବସ୍ଥିତ ଗଞ୍ଜାମ ମହାବିଦ୍ୟାଳୟର 55 ବର୍ଷ ପୂର୍ତ୍ତି ଅବସରରେ ପ୍ରତିଷ୍ଠା ଦିବସ କଲେଜ ଏଡ଼ିଟରିୟମ ହଲ ଠାରେ ମହାସମାରୋହରେ ପାଳିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ବ୍ରହ୍ମପୁର ରିଜୋନାଲ ଡାଇରେକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସନମାନିତ ଅତିଥି ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ, କଲେଜ ଅଧକ୍ଷ ଡ଼ ପ୍ରବୀଣ କୁମାର ନନ୍ଦ ପ୍ରମୁଖ ମଞ୍ଚାସିନ ଥିଲେ l ଓଡ଼ିଆ ବିଭାଗୀୟ ମୁଖ୍ୟ ରିଡର ଲକ୍ଷ୍ମୀ ନାରାୟଣ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ରାଜନୀତି ବିଜ୍ଞାନ ବିଭାଗ ପ୍ରଫେସର ଅମର ପ୍ରସାଦ ବିଶୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ l ନିଜର ଆତ୍ମ ବିଶ୍ୱାସ ଥିଲେ ସବୁ ସମ୍ଭବ ଏବଂରାଜ୍ୟରେ ଉଚ୍ଚ ଶିକ୍ଷାରେ ବୈପ୍ଳବୀକ ପରିବର୍ତନ ଆସିଛି ବୋଲି ମୁଖ୍ୟ ଅତିଥି ବିଧାୟକ ନିଜ ବକ୍ତବ୍ୟରେ କହିଥିଲେ l ମୋବାଇଲ ଠାରୁ ଦୁରେଇ ରହିବାକୁ ମୁଖ୍ୟ ବକ୍ତା ଆଞ୍ଚଳିକ ନିର୍ଦ୍ଦେଶକ ତ୍ରିପାଠୀ ଛାତ୍ରୀ ଛାତ୍ରଙ୍କ ଉର୍ଧେଶ୍ୟରେ ସୂଚନା ଦେଇଥିଲେ l ଗଞ୍ଜାମ କଲେଜର ବିଭିନ୍ନ ସମସ୍ୟାକୁ ମୁଖ୍ୟ ଅତିଥି ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏଥିସହ ଏହି ବହୁ ପୁରାତନ କଲେଜ ଆସନ୍ତା ସେପ୍ଟେମ୍ବରରେ ନାକ ମାନ୍ୟତା ପାଇବାକୁ ଯାଉଥିବା କଲେଜ ଅଧକ୍ଷ ସୂଚନା ଦେଇଥିଲେ l ଏଥିପାଇଁ ସ୍ଥାନୀୟ ବିଧାୟକଙ୍କ ଭୂମିକା ଅତୁଳନୀୟ ବୋଲି କଲେଜ ଅଧକ୍ଷ ନିଜ ବକ୍ତବ୍ୟରେ କହିଥିଲେ l ଇଂଲିଶ ବିଭାଗ ମୁଖ୍ୟ ସ୍ମରଣିକା ହୋତା ବାର୍ଷିକ ବିବରଣୀ କରିଥିଲେ l ଏହାକୁ ଡ଼ଃ.ସୁଶାନ୍ତ କୁମାର ସେଠି, ଡ଼ଃ ପିତାମ୍ବର ବେହେରା, ସୁମନ ସେଠି, ଶୁଭେନ୍ଦୁ ବିକାଶ ଟହଲ,ଖୁସୁବୁ ନାଜ,ଦୁର୍ଗା ପ୍ରସାଦ ଦାସ, ଅରୁଣଧତୀ ସିଂ, ନିଗମ ସ୍ୱାଇଁ, ଅଜୟ ବାରିକି, ରଘୁନାଥ ରେଡ଼ି, ସୁଶାନ୍ତ ଆଚାର୍ଯ୍ୟ ପ୍ରମୁଖ ସହଯୋଗ ପରିଚାଳନା କରିଥିଲେ l