June 8, 2026
ajiro khabar
Share

 

 

୧-ଓଡ଼ିଶାରେ ବଡ଼ ନିବେଶ: ମଞ୍ଜୁର ହେଲା ୩,୭୯୩ କୋଟିର ୨୪ ପ୍ରକଳ୍ପ, ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି।

 

୨-ଆସନ୍ତା ସପ୍ତାହ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ, ପାଣିପାଗ ସ୍ଥିତି ରହିଛି ଅନୁକୂଳ।

 

୩-ଭୁବନେଶ୍ୱର:ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ, ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ।

 

୪-କନ୍ଧମାଳ:ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ସମ୍ପତ୍ତି ଦେଖି ତାଜୁବ୍ ଭିଜିଲାନ୍ସ; ପାଞ୍ଚ ବହୁତଳ କୋଠା ଓ ୧୩ଟି ମୂଲ୍ୟବାନ୍ ପ୍ଲଟ୍ ଠାବ, ରହିଛି ସୁନା-ହୀରାର ଭଣ୍ଡାର।

 

୫-ଭୁବନେଶ୍ୱର:ସମସ୍ତ ପୈ।ରାଞ୍ଚଳରେ ହେବ ଇଭି ଚାର୍ଜିଂ ଷ୍ଟେସନ,SOP ଜାରି।

 

୬-ସୁଭଦ୍ରାରୁ ନାଁ କଟୁଛି ହେଲେ ଭତ୍ତାରେ ଯୋଡ଼ି ହେଉନି; ଚିନ୍ତାରେ ରାଜ୍ୟର ହଜାର ହଜାର ମାଆ।

 

୭-କଟକ,ନରସିଂହପୁର:ବିଦ୍ୟୁତ୍ ଖୁଣ୍ଟ ବଦଳାଇବାକୁ ୨୫ ହଜାର ଲାଞ୍ଚ ଦାବି; ୧୫ ହଜାର ନେଉଥିବା ବେଳେ ଭିଜିଲାନ୍ସ ଜାଲରେ TPCODL କର୍ମଚାରୀ ଧର୍ମ ନିରଞ୍ଜନ ଚୌଧୁରୀ।

 

୮-ବାଣପୁର:କଳିଝଗଡ଼ା ଉଜାଡ଼ିଦେଲା ସଂସାର, ବାପା ଟ୍ରେନ୍ ଲାଇନ୍‌ରେ ଜୀବନ ହାରିଲେ, ଆତ୍ମହତ୍ୟା କଲା ପୁଅ।

 

୯-ଡେରାବିଶ: ପ୍ରେମରେ ବିଫଳ, ଖଣ୍ଡା ଧରି କଲେଜ ସାମ୍ନାରେ ଛାତ୍ରୀଙ୍କୁ ହାଣିବାକୁ ଉଦ୍ୟମ; ବାହା ନହେଲେ ବେକ କାଟିଦେବାକୁ ଧମକ।

 

୧୦-ବଲାଙ୍ଗୀର:କାର୍‌ରୁ ବିପୁଳ କଫ୍ ସିରପ୍ ଜବତ, ନିଛାଟିଆ ରାସ୍ତାରେ ଫେରାର ହେବାକୁ କରୁଥିଲା ଉଦ୍ୟମ।

 

୧୧-କାଳବୈଶାଖୀରେ ଜନତା ମଇଦାନରେ ଛାରଖାର ହେଲା ଟ୍ରେଡ୍ ଫେୟାର, ୨୦୦ ରୁ ଅଧିକ ଷ୍ଟଲ କ୍ଷତିଗ୍ରସ୍ତ।

 

୧୨-ଗଞ୍ଜାମ:ଜଗା ଦର୍ଶନ ସାରି ଫେରୁଥିବା ବେଳେ ଅଘଟଣ; ଘର ଭିତରକୁ ପଶିଗଲା ବୋଲେରୋ, ୮ ଯାତ୍ରୀ ଆହତ।

 

୧୩-ଘରୋଇ LPG ସିଲିଣ୍ଡର ଦାମ୍ ୨୧ ଟଙ୍କା ବଢ଼ିଲା, ଆଜି ମଧ୍ୟ ରାତ୍ରରୁ ଲାଗୁ ହେବ ଦର।

 

୧୪-ଟେଷ୍ଟ କ୍ରିକେଟ:ରାହୁଲ-ଗିଲଙ୍କ ଶତକ, ମୁଲ୍ଲାନପୁର ଟେଷ୍ଟର ପ୍ରଥମ ଦିନରେ ଟିମ୍ ଇଣ୍ଡିଆର ଦବଦବା ଜାରି।

 

୧୫-ସଚିନଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟବଂଶୀ; ୧୫ ବର୍ଷ ବୟସରେ ଟିମ୍ ଇଣ୍ଡିଆରେ ମାରିଲେ ଏଣ୍ଟ୍ରି।

 

୧୬-ମୁମ୍ବାଇ:ଅଧିନାୟକ ପଦ ଯିବା ପରେ ଗର୍ଜିଲା ସୂର୍ଯ୍ୟଙ୍କ ବ୍ୟାଟ୍, ମୁମ୍ବାଇ T20 ଲିଗ୍ ମୈଦାନରେ ବର୍ଷିଲା ଚୌକା-ଛକା।

 

୧୭-ଭାରତକୁ ଆଶ୍ୱସ୍ତି, ଋଷିଆରୁ ନିରନ୍ତର ଜାରି ରହିବ ଅଶୋଧିତ ତୈଳ ଯୋଗାଣ, ପୁଷ୍ଟିକଲା ରୋସନେଫ୍ଟ।

 

୧୮-ପ୍ୟାରିସ: ଋଷ୍ ର ୧୯ ବର୍ଷିଆ ମୀରା ଆନ୍ଦ୍ରୀଭା ମହିଳା ସିଙ୍ଗିଲସ୍ ଚାମ୍ପିଅନ।

 

୧୯-“RBI ର ‘ମାଷ୍ଟରଷ୍ଟ୍ରୋକ’: ବିଦେଶୀ ନିବେଶକଙ୍କଠାରୁ ମିଳିବାକୁ ଯାଉଛି ୭ ଲକ୍ଷ କୋଟି, ରକେଟ୍ ଗତିରେ ଦୌଡ଼ିବ ଟଙ୍କା!”।

 

୨୦-ମମତାଙ୍କ ୧୬ ସାଂସଦଙ୍କ ଫୋନ ବନ୍ଦ, ୨୨ ସାଂସଦ ପାର୍ଟି ଭାଙ୍ଗିବାକୁ ପ୍ରସ୍ତୁତ, ଦିଲ୍ଲୀରେ ଡେରା ପକାଇଲେ ଶୁଭେନ୍ଦୁ।

 

୨୧-ଦିଲ୍ଲୀରେ କକ୍ରୋଚ୍ ଜନତା ପାର୍ଟିର ପ୍ରଦର୍ଶନ, ଆମେରିକାରୁ ଆସି ପ୍ରଦର୍ଶନରେ ଯୋଗ ଦେଲେ ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦିପକେ।

 

୨୨-ପୁଣି ଅଶାନ୍ତ ମଧ୍ୟ ପ୍ରାଚ୍ୟ, ଇରାନର ରାଡାର ସାଇଟ୍ ଉପରେ USର ହମଲା। ଶାନ୍ତି ଆଲୋଚନା ଆଶଙ୍କାରେ।

You may have missed