ଚକାପଦାଓ ମୋଟରି ଗ୍ରାମର ମାରାମଚଣ୍ଡିଙ୍କ ପବିତ୍ର ପିଠିରେ ତ୍ରିଦିବସାତ୍ମକ ତୃତିୟ ବାର୍ଷିକ ବିଶ୍ୱଶାନ୍ତି ଚଣ୍ଡି ମହାଯଜ୍ଞ
ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର) ଚକାପଦା ଓ ମୋଟରି ଗ୍ରାମରେ ମା ରାମ ଚଣ୍ଡିଙ୍କ ପିଠରେ ଦୀର୍ଘବର୍ଷ ଧରି ଚାଲିଆସୁଥିବା ବିଶ୍ଵ ଶାନ୍ତି ଚଣ୍ଡି ମହା ଯଜ୍ଞ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଅଛି ପ୍ରଥମଦିନ ମହାତ୍ସାନ ଶାଳା ସଂସ୍କାର ଅଙ୍କୁରାରୋପଣ ଦିତୀୟ ଦିନ ନାମ ସଂ କିର୍ତନ କରି ଜଳାଶ୍ରୟରୁ ଜଳ ଉଠାଇ ସମସ୍ତ ଭକ୍ତ କଳସ ଯାତ୍ରା କରି ଯଜ୍ଞ ପିଠରେ ପହଞ୍ଚି ସୂର୍ଯ୍ୟପୂଜା ଅଗ୍ନିସଂସ୍କାର, ଚଣ୍ଡିପାଠ, ସାସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲାତୃତୀୟ ଦିନ ଷଡାଙ୍ଗ, ସୂର୍ଯ୍ୟପୂଜା, ଗୋ ପୂଜା, ଶାଳା ପୂଜା, ଚଣ୍ଡିପାଠ, ପୂର୍ଣ୍ଣାହୂତି, ଗୋଧୂଳି ଲଗ୍ନରେ ପୂର୍ଣ୍ଣାହ୍ଵତି ହୋଇଥିଲା ପ୍ରତ୍ୟେକ ଦିନ ପ୍ରସାଦ ସେବନ କରା ଯାଇଥିଲା କର୍ତ୍ତା ଭାବରେ ନଳିନି କାନ୍ତ ପଣ୍ଡା କର୍ତ୍ତୀ ଭାବରେ ଶୁଭ୍ର ଜ୍ୟୋତି ପଣ୍ଡା ପୋରଧା ଚିନ୍ମୟ ପୂଜାପଣ୍ଡା କର୍ମକର୍ତାଭାବେ ଆକାଶ କୁମାର ସାମନ୍ତରାୟ, ପବିତ୍ର ବେହେରା, ସରତ କୁମାର ବେହେରା,କୈଳାସ ଚନ୍ଦ୍ର ପାଣିଗ୍ରାହି, ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ଜିତେନ୍ଦ୍ର କୁମାର ପଣ୍ଡା,ଭାଷ୍କର ବେହେରା, ରବିନ୍ଦ୍ରନାଥ ପୃଷ୍ଟି, ପ୍ରସାନ୍ତ କୁମାର ମହାପାତ୍ର,ଶ୍ରୀକାନ୍ତ ବେହେରା,ମାନସ ସ୍ଵାଇଁଶତାଧିକ ଭକ୍ତଙ୍କୁ ଧରି ଶାନ୍ତିଶୃଙ୍ଖଳାର ସହିତ ଯଜ୍ଞ କାମ ଶେଷ କରିଥିବାରୁ ମୁଖ୍ୟ ଭାବରେ ମନୋଜ କୁମାର ପଣ୍ଡା, ପବିତ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ
