March 10, 2026

ନୟନଜୋରିରେ ବୁଡ଼ି ଜଣଙ୍କ ମୃତ୍ୟୁ

IMG-20230806-WA0020
Share

ନୟନଜୋରିରେ ବୁଡ଼ି ଜଣଙ୍କ ମୃତ୍ୟୁ

ହାଟଡ଼ିହି, ଆନନ୍ଦପୁର ଭଦ୍ରକ ରାସ୍ତାର ଚୋରଗଡ଼ିଆ ଛକ ନିକଟରେ ଥିବା ନାୟନଜୋରିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଚୋରଗଡ଼ି ଆ ଗ୍ରାମର ଉପେନ୍ଦ୍ର ସାହୁ(୪୧) ନିକଟସ୍ଥ ନୟନଜୋରିକୁ ଶୌଚ ପାଇଁ ଯାଇଥିବା ବେଳେ ସେଠାରେ ଅସାବଧାନତା ବଶତଃ ଗୋଡ ଖସିଯିବାରୁ ବୁଡିଯାଇଥିଲେ। ଅନେକ ସମୟ ପର୍ଯ୍ୟନ୍ତ ନଫେରିବାରୁ ଖୋଜାଖୋଜି କରିବା ପରେ ପାଣି ଭିତରୁ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଖବର ପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଜଣକ ଜଣେ ରୋଷେୟା ଭାବେ କାର୍ଯ୍ୟ କରନ୍ତି।
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ