May 10, 2026

ଆଜି କୋରାପୁଟ ରାମ ନବମୀ ଅବସର ରେ କୋରାପୁଟ ହିନ୍ଦୁ ସେନା ପକ୍ଷ୍ୟ ରୁ ଆୟୋଜିତ

IMG-20250406-WA0045
Share

(ଗୁପ୍ତେଶ୍ୱର ରଥ) ୦୬.୦୪.୨୫ ଆଜି କୋରାପୁଟ ରାମ ନବମୀ ଅବସର ରେ କୋରାପୁଟ ହିନ୍ଦୁ ସେନା ପକ୍ଷ୍ୟ ରୁ ଆୟୋଜିତ ବିରାଟ ସଭା ଯାତ୍ରା କୋରାପୁଟ ଅଶୋକ ନଗର ହନୁମାନ ବାଟିକା ରୁ ବାହାରି ରାମ ନାମ କୀର୍ତ୍ତନ କରି କୋରାୁଟ ସହର ପରିକ୍ରମା କରି କୋରାପୁଟ ପୂଜାରିପୁଟ ସ୍ଥିତ ରାମ ମନ୍ଦିର ରେ ଶେଷ ହୋଇଥିଲା। ଏହି ଶୋଭା ଯାତ୍ରାରେ କୋରାପୁଟ ଆଖ ପାଖ ଅଞ୍ଚଳର ବହୁ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ।