September 20, 2026

ଗାଁ ଠାରୁ ସହର କେବଳ ରାମ ହିଁ ରାମ। 

IMG-20250406-WA0038
Share

 

ବୋଲଗଡ଼,୧୭/୦୪(ଉପାନ୍ତ ଖବର):ପବିତ୍ର ରାମ ନବମୀ ଅବସରରେ ଗାଁ ଠାରୁ ସହର କେବଳ ରାମ ହିଁ ରାମ, ରାମ ମୟ ହୋଇଉଠିଛି ପରିବେଶ ପବିତ୍ର ଶ୍ରୀରାମ ନବମୀ ଅବସରରେ ବୋଲଗଡ଼ ର ପ୍ରତେକ ରାମ ମନ୍ଦିର ଓ ହନୁମାନ ଙ୍କ ମନ୍ଦିର ରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ଗହଳି ଲାଗି ରହିଥିବା ବେଳେ ଅନ୍ୟ ପଟେ ଗ୍ରାମରେ ମାନସିକ ଧାରି ମାନେ ରାମଲୀଳା ପାଇଁ ଶୁଭଖୁଣ୍ଟି ପଡିବା ସହିତ ରାମ ଭକ୍ତ ମାନଙ୍କ ଶୋଭା ଯାତ୍ରା ଆୟୋଜନ କରିଛନ୍ତି। ଏପଟେ ଆମ ପରମ୍ପରା ରେ ପଖଜ ଗିନି ର ଶଦ୍ଦ ସହ ରାମଲୀଳା ଗୀତର ଆସର ଯାହା କି ଭାବମୟ ପରିବେଶ ସୃଷ୍ଟି କରିଛି। ଯାହାକି ରାମ ନବମୀ ଠାରୁ ୧୫ ଦିନ ପର୍ଯ୍ୟନ୍ତ ଏହି ରାମଲୀଳା ପଠନ କରା ଯାଇଥାଏ।

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)