June 13, 2026

ପଦ୍ମପୁର ଠାରେ କାଳୀ ପୂଜା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ ..

IMG-20241004-WA0048
Share

ଆଜି ପବିତ୍ର ମା କାଳି ପୂଜା ନିମନ୍ତେ ପଦ୍ମପୁର କାଳୀ ପୂଜା ପଡିଆ ଠାରେ ଅପରାହ୍ନ ୫ ଘଣ୍ଟିକା ସମୟରେ ଶ୍ରୀ ଗୋଦାବରୀ ରାଉତଙ୍କ ନେତୃତ୍ୱରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି l ଏହି ଶୁଭ ଅବସରରେ ଟୁକୁନା, କୁନା, ଅନନ୍ତ, ଚେଲପତି, ନେତାଜୀ, ବିଷ୍ଣୁ ରଥ, ବିଦ୍ୟା ଗୌଡ଼, ଜୁରସାହୁ, ଗାମବାଲୀ ସନ୍ତୋଷ, ଧର୍ମା, ଜୟନ୍ତା,ଚିତ୍ତ ,ପ୍ରମୁଖ ଉପସ୍ଥିତ ରହିଥିଲେ। ଚଳିତ ବର୍ଷ ପୂର୍ବ ବର୍ଷ ଭଳି ଆଡମ୍ବର ସହ ପୂଜା ପାଇବେ ମାଁ କାଳୀ ବୋଲି ପରିଚାଳନା କମିଟି ନୀତି ନିଘଣ୍ଟ କରିଥିବା ସୂଚନା ମିଳିଛି।