ନେସନାଲ କ୍ଲବ୍ ଆନୁକୁଲ୍ୟରେ ଫୁଲପଡା ଦୋଳ ମଣ୍ଡପ ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଅନୁଗୋଳ : ବଅଁରପାଳ ବ୍ଲକ ଫୁଲପଡା ପଞ୍ଚାୟତ ସ୍ଥିତ ମା’ ଦକ୍ଷିଣ କାଳୀ ଙ୍କ ଦର୍ଶନ ଲାଭ କରି ମା’ ଙ୍କ ପୀଠ ରୁ ମଶାଲ ଯାତ୍ରା ରେ ଫୁଲପଡା ନେସନାଲ କ୍ଲବ ର ସଦସ୍ୟ ମାନେ ବାହାରି ଗ୍ରାମ ପରିକ୍ରମା କରି ସଂଗଠିତ ଯୁବା ସଶକ୍ତ ଯୁବା ନାରା ଦେଇ ଫୁଲପଡ଼ା ଦୋଳ ମଣ୍ଡପ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିଥିଲେ I ଏହି କାର୍ଯ୍ୟକ୍ରମରେ କ୍ଲବ ର ସମସ୍ତ ସଦସ୍ୟ ଯୋଗ ଦେଇ କାର୍ଯ୍ୟ କୁ ସାଫଲ୍ୟ ମଣ୍ଡିତ କରିଥିଲେ।
