June 17, 2026

କାଶୀନଗର ଥାନା ଅଧିକାରୀ ସୁନୀଲ କୁମାର ବେହରା ନୂତନ ଭାବେ କାଶୀନଗର ଥାନା ର ଚାର୍ଜ ନେବା ପରେ ରାତ୍ରି କାଳୀନ ଯାଞ୍ଚ ପୁରା କଡା କଡ଼ି ପାଳନ ହେଉଥିବା ଜଣାପଡୁଛି…

IMG-20240703-WA0012
Share

କାଶୀନଗର
ତା 3/7/24
କାଶୀନଗର ଥାନା ଅଧିକାରୀ ସୁନୀଲ କୁମାର ବେହରା ନୂତନ ଭାବେ କାଶୀନଗର ଥାନା ର ଚାର୍ଜ ନେବା ପରେ ରାତ୍ରି କାଳୀନ ଯାଞ୍ଚ ପୁରା କଡା କଡ଼ି ପାଳନ ହେଉଥିବା ଜଣାପଡୁଛି. ଗତ ରାତିରେ ଯାଞ୍ଚ ସମୟରେ ତିନୋଟି ବାଲି ବୋଝେଇ ଟ୍ରାକ୍ଟର ପୋଲିସ ବାଲାଙ୍କ ସମ୍ମୁଖରେ ପଡିଥିଲା. କାଗଜ ପତ୍ର ତନଖି କରିବାକୁ ତିନୋଟି ଟ୍ରାକ୍ଟର ଡ୍ରାଇଭର ଉପଯୁକ୍ତ କାଗଜ ମଗା ଯାଇଥିଲା କିନ୍ତୁ ଯାଞ୍ଚ ସମୟରେ ଦେଖେଇ ପାରି ନ ପାରିବାରୁ ସେହି ତିନୋଟି ଟ୍ରାକ୍ଟରକୁ ଚୋରା ବାଲି ଚାଲାଣ ହୋଇଥିବାରୁ ଥାନାରେ ଜବତ ରଖି ଖଣି ଅଧିକାରୀଙ୍କୁ ସୂଚନା ଦେଇଥିବା କହିଥିଲେ

ଗଜପତି ଜିଲ୍ଲା କାଶୀନଗର ରୁ ଆନନ୍ଦ ପାତ୍ର ରିପୋର୍ଟର

You may have missed