June 9, 2026

ପ୍ରବଳ ବର୍ଷା ପବନ ରେ ମୃତୁ ହୋଇଥିବା ପରିବାର ଘରେ ବିଧାୟକ

IMG-20260503-WA0044
Share

ପ୍ରବଳ ବର୍ଷା ପବନ ରେ ମୃତୁ ହୋଇଥିବା ପରିବାର ଘରେ ବିଧାୟକ ଗୋଷାଣୀ – ଗଜପତି ଜିଲ୍ଲା ଘୋଷଣି ବ୍ଲକ ଅନ୍ତର୍ଗତ ବାଘଷାଳ ଗ୍ରାମ ରେ ପ୍ରବଳ ବର୍ଷା ପବନ ରେ ଗଛ ପଡ଼ି ମୃତୁ ହୋଇଥିବା କେ ମନ୍ମମଥ ରାଓ ,ଓ ଆଘାତ ହୋଇଥିବା ଏ ଶ୍ରୀନିବାସ ରାଓ ଙ୍କ ପରିବାର ସହ ସାକ୍ଷାତ କଲେ ବିଧାୟକ ରୁପେଶ୍ ପାଣିଗ୍ରାହୀ, ଆଜି ସକାଳେ ବାଘଷାଳା ରେ ବିଧାୟକ ପହଞ୍ଚି ମୃତ୍ୟୁ ଓ ଆଘାତ ହୋଇଥିବା ଉଭୟ ପରିବାର ସହ ମିଶି ଆଶ୍ଵାସନା ଦେବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପ୍ରଥମେ ଦୋକାନ ଉପରେ ଗଛ ପଡ଼ି ମୃତ୍ୟୁ ହୋଇଥିବା ସ୍ଥାନ କୁ ଯାଇ ବିଧାୟକ ଦେଖି ତୁରନ୍ତ ବନ ବିଭାଗ ଅଧିକାରୀ କେ ନଗରାଜ ଙ୍କୁ ଫୋନ୍ ମାଧ୍ୟମରେ ଆଲୋଚନା କରି ସେଇ ସ୍ଥାନ ରୁ ଗଛ ହଟାଇବା ପାଇଁ ବିଧାୟକ କହିଥିଲେ ।ଏହି ଗ୍ରସ୍ତ ସମୟରେ ବିଧାୟକ ସମେତ ଗୋଷାଣୀ ବ୍ଲକ ଅଧକ୍ଷ ଏନ୍ ବିରରାଜୁ , ସ୍ଥାନୀୟ ସରପଞ୍ଚ ଟି ଭୀମରାଜୁ ପ୍ରମୁଖ ଉପସ୍ଥିତ ଥିଲେ

You may have missed