ରେଙ୍ଗାଲିକେମ୍ପ ରେ ଗାନ୍ଧୀ ଜୟନ୍ତି

IMG-20251002-WA0120
Share

 

 

ଆଜି ଗୁରୁବାର ସକାଳ ୧୧ଟା ସମୟରେ ଅତାବିରା ଏନଏସି ଅଧିନ ରେଙ୍ଗାଲିକେମ୍ପ ଗ୍ରାମୀଣ ଉଦ୍ୟାନରେ ଗାନ୍ଧୀ ଜୟନ୍ତି ପାଳନ କରାଯାଇଛି ସ୍ଥାନୀୟ ଯୁବଶକ୍ତି କ୍ଲବ ତରଫରୁ ଗାନ୍ଧୀ କଂ ପ୍ରତିମୂର୍ତ୍ତିରେ ପୁଷ୍ଫ ମାଲ୍ୟ ଅର୍ପଣ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ଯୁବଶକ୍ତି କ୍ଲବର ସଭାପତି ପ୍ରଦୀପ କୁମାର ପ୍ରଧାନ,ସମ୍ପାଦକ ଦିଲ୍ଲିପ କୁମାର ପ୍ରଧାନ ,ସଦସ୍ୟ ଗଗନ ରାଉତ,ସୁବାଷ ପ୍ରଧାନ ,କେତନ ରଣା ପ୍ରମୁଖ ଯୋଗଦେଇଥିଲେ |