ମା ଶୀତଳା ଠାରକୁରାଣୀଙ୍କ ଘଟ ପର୍ବ ପରିଚାଳନା…..
ମା ଶୀତଳା ଠାରକୁରାଣୀଙ୍କ ଘଟ ପର୍ବ ପରିଚାଳନା କମିଟି ସଭାପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ. ସମ୍ପାଦକ ରାମେଶ୍ୱେର ଜେନା. କଷାଧକ୍ଷ ବିନାୟକ ଆଚାର୍ଯ୍ୟ.ବୃନ୍ଦାବନ ମହାଙ୍କୁଡ. ନୀଳାଞ୍ଚଳ ଦାସ. ଶ୍ରୀ ଗୋପୀନାଥ ବିଶୋଇ ଏହି ନବ ଦିନ ଅନୁଷ୍ଠିତ ହୋଇଥିବା ଘଟ ପର୍ବ କୁ ଶାନ୍ତି ଶୃଙ୍ଖଳା ର ସହ ପରିଚାଳନା କରିଥିବାରୁ ଭକ୍ତ ମାନେ ବହୁ ସନ୍ତୋଷ ପ୍ରକାଶ କରିଥିବା ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରିଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
