April 19, 2025

କୁସୁମୀ ସଂକୀର୍ତ୍ତନ ମଣ୍ଡଳୀ କୁ କଂଗ୍ରେସ ଦଳ ପକ୍ଷରୁ କୋଡିଏ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ

Share

କୁସୁମୀ ସଂକୀର୍ତ୍ତନ ମଣ୍ଡଳୀ କୁ କଂଗ୍ରେସ ଦଳ ପକ୍ଷରୁ କୋଡିଏ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର କୁସୁମି ଦୁର୍ଗା ମନ୍ଦିର ସଂକୀର୍ତ୍ତନ ମଣ୍ଡଳୀ କୁ କୋଟପାଡ଼ କଂଗ୍ରେସ ଦଳ ପକ୍ଷରୁ କୋଡିଏ ହଜାର ଟଙ୍କା ବିଭିନ୍ନ ସାମଗ୍ରୀ କିଣିବା ପାଇଁ ସହାୟତା ପ୍ରଦାନ କରାଯାଇଥିବା ଜଣା ଯାଇଛି.ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ବୈଠକ ଆୟୋଜନ କରାଯାଇଛି. ମନ୍ଦିର ଉନ୍ନତି କୁସୁମୀରେ ରେଳ ରହଣି ସମେତ ଅଞ୍ଚଳର ବିକାଶ କୁ ନେଇ ଆଲୋଚନା ହୋଇଥିବା ବେଳେ. ବ୍ଲକ କଂଗ୍ରେସ ସଭା ପତି ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ଏବଂ କୁସୁମୀ ର ଯୁବ ନେତା ଶ୍ରୀ ଘନଶ୍ୟାମ ବିଶୋଇ ଙ୍କୁ ପ୍ରଭାକର ପରିଡା. ନୀତେଶ ଚୌଧୁରୀ. ଭୀମ କୁମ୍ଭାର. କେଦାର ପଣ୍ଡା. ଭଗବାନ ସରାବୁ. ଅର୍ଜୁନ ନଇକ. ପ୍ରହଲ୍ଲାଦ ସିଂ. ରଞ୍ଜିତ କୁମାର ବିଶୋଇ.ଙ୍କ ସମେତ ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟ ମାନେ ସାଧୁବାଦ ଜଣାଇଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି କୋଟପାଡ଼ରୁ ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I