April 30, 2026

ବାର୍ଷିକ ପୁରଷ୍କାର ବିତରଣ ଉତ୍ସବ ୨୫ -୨୬

IMG-20260201-WA0025
Share

 

ବେଗୁନିଆ ବ୍ଳକ(ଉପାନ୍ତ ଖବର ମାନସରଞ୍ଜନ କର) ଡିଙ୍ଗର ସରକାରୀଉଚ୍ଚବିଦ୍ୟାଳୟରେ ବାର୍ଷିକ ପୁରଷ୍କାର ବିତରଣଉତ୍ସବ ପାଳନ ହୋଇଯାଇଅଛି ଏହି ଉତ୍ସବର ସଭାପତି ପ୍ରଧାନଶିଖକ ଦିବାକର ସାହୁ, ମୁଖ୍ୟ ଅତିଥି ବେଗୁନିଆ ବ୍ଳକ ଗୋଷ୍ଠି ଉନ୍ନୟନ ଅଧୀକାରୀ ସନ୍ତୋସ କୁମାର ଜେନା, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ପ୍ରଧାନ ଶୀଖକ ପ୍ରଭାକର ସାହୁ ସମ୍ମାନୀତ ଅତିଥୀ ବେଗୁନିଆ ଅତିରିକ୍ତ ବ୍ଳକ ଶିଖାଅଧୀକାରୀ କୈଳାସ ଚନ୍ଦ୍ର ସେଠୀ,ଅଵସରପ୍ରାପ୍ତ ଶିକ୍ଷକ ମୀର ରହେମତ ଅଲ୍ଲୀ, ବିବେକାନନ୍ଦ ପଟ୍ଟନାୟକ, ଅଵସରପ୍ରାପ୍ତ କ୍ରୀଡା ଶିକ୍ଷକ ଅତୀଶୀରଞ୍ଜନ ସୁବୁଦ୍ଧି ଡିଙ୍ଗର ଗ୍ରାମ୍ୟ କମିଟିରସଭାପତି ସଚିତାନନ୍ଦ ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନ୍ମଥ କୁମାର ରଥ, ସଭାପତି ପଞ୍ଚଶକ୍ଷାଶିକ୍ଷା ସେତୁ ଶିବ ପ୍ରସାଦ ଦାସ, ଡିଙ୍ଗର ଗ୍ରାମ୍ୟ ପଞ୍ଚାୟତ ସରପଞ୍ଚ ବୀଜୟ ଲକ୍ଷ୍ମୀ ବେହେରା, ପୋଲା ତୋଟାପଡ଼ା ବିଦ୍ଯାଳୟର ପ୍ରଧାନଶିକ୍ଷକ ବିଚିତ୍ରା ନନ୍ଦ ମହାକୁଡ଼,ପ୍ରଧାନଶୀକ୍ଷକ ବେଳପଡ଼ା ତୋଟାପଡାଉଗ୍ରେସେନ ପ୍ରଧାନ,ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଚ୍ଛାତ୍ରଛାତ୍ରୀ ରହିଉତ୍ସାହର ସହିତପାଳନ କରି କୃର୍ତ୍ତୀ ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କର ବିତରଣ ଓବିଦ୍ୟାଳୟର ଏକ ସ୍ମରଣୀକାପୁସ୍ତକଉନ୍ନୋଚନ କରି ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିଥୀଲେ