April 29, 2026

ନୂଆଗଡ ଗ୍ରାମରେ ପଂଚାୟତ ସଚେତନତା ଶିବିର ଆରମ୍ଭ ….

uityi7
Share


ନୂଆଗଡ ଗ୍ରାମରେ ପଂଚାୟତ ଶିବିର
ସଚେତନତା ଆରମ୍ଭ କରିଥିଲେ
ସୋରଡ଼ା ବ୍ଲକ ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହି ନୂଆଗଡ ଗ୍ରାମପଞ୍ଚାୟତ. ବାସୀଙ୍କୁ
କିଛି ବୁଝାଇ ଥିଲେ(ସରପଞ୍ଚ ପ୍ରମିଳା ନାୟକ)ସମିତି ସଭ୍ୟ ସୁରେଶ ଭାଇ )ପିଓ ସାର ଉପସ୍ଥିତ ଥିଲେ ବିଜେଡି କର୍ମୀ (ସନ୍ତୋଷ କୁମାର ଗୌଡ଼ ଓରଫ ବାୟା ଭାଇ,
ଅଭି ଗୌଡ଼,
ଅସ୍ପିନ ବିଶୋଇ ,ଅଶୋକ ପଟ୍ଟନାୟକ ଅଶୋକ ଗୌଡ଼, ଭରତ ପ୍ରବୀଣ ଉପସ୍ଥିତ ରହି
ଦାୟିତ୍ଵ ତୁଲାଇ ଥିଲେ (ପଂଚାୟତର ଜି. ଆର ଏସ ଜିତୁ ଭାଇ ଉପସ୍ଥିତ ଥିଲେ( ମାଆ ସଂଘ ଗ୍ରୁପ ମୋ. ମା ମାନେ ଗ୍ରାମର ବାପା ମା ଭାଇ ଭଉଣୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ କଳାକାର ଭାଇ ମାନେ ସୁନ୍ଦର ଭାବେ କଳା ପ୍ରଦର୍ଶନୀ କରିଥିଲେ କୁନି ଭଉଣୀ ମାନେ ମଞ୍ଚରେ ଅତି ସୁନ୍ଦର ଭାବେ ଅଭିନୟ କରୁଥିଲେ ।ନୁଆଁଗଡ଼ ଗ୍ରାମର ଅତି ପ୍ରିୟ ଡାକୁଆ ସାର ମଞ୍ଚରେ ଉପସ୍ଥିତ ରହି ମଞ୍ଚ ପରିଚାଳନା କରୁଥିଲେ ଶେଷରେ ଭୋଜନ ସାରି ଶାନ୍ତି ର ସହ କାର୍ଯ୍ୟ ସମାପ୍ତ ହୋଇଥିଲା।
(ସୋରଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡ ଗ୍ରାମର ସଞ୍ଜୟ କୁମାର ସେଠୀଙ୍କ ରିପୋର୍ଟ)