ରାଜ୍ୟ ସରକାର ଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ତିଦ୍ଦତିୟ ଶରଣାର୍ଥୀ ଙ୍କୁ ସାମିଲ , ଆରମ୍ଭ ହେଲା ରାସନ ସାମଗ୍ରୀ ସାଧାରଣ ବଣ୍ଟନ
ଗଜପତି ଜିଲ୍ଲା ମୋହନା ବ୍ଲକରେ ରହୁଥିବା ତିବଟତିଆନଙ୍କୁ ରାଜ୍ୟ ସରକାର ଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି।ତିଦ୍ଦତିୟ ଶରଣାର୍ଥୀ ଙ୍କୁ ସାମିଲ ହେବାପରେ ସରକାରଙ୍କ...
