ପାରଳାଖେମୁଣ୍ଡି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆନ୍ତର୍ଜାତୀକ ମହିଳା ଦିବସ ଓ ହୋଲି ପାଳନ ଓ ଶୋଭାଯାତ୍ରା ଅନଷ୍ଠିତ
ପାରଳାଖେମୁଣ୍ଡି:୮/୩(ଗରୁଡ଼ ଧ୍ଵଜ ଚୌଧୁରୀ)ପବିତ୍ରହୋଲି ପର୍ଵ ଓ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବରିଷ୍ଠ ନାଗରିକ ମଞ୍ଚ ,ପାରଳାଖେମୁଣ୍ଡି ତରଫରୁ ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଆୟୋଜନ...
