ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଦେହାନ୍ତ ସୁଶାନ୍ତ ସିଂହ ଥିଲେ ସାଲିସ ବିହୀନ ରାଜନେତା: ବିଜେଡି ପଶ୍ଚିମ ଓଡ଼ିଶାର ଥିଲେ ଟାଣୁଆ ଜନନେତା ବିଜେଡି ପାଇଁ ଅପୂରଣୀୟ କ୍ଷତି ଶଙ୍ଖ ଭବନରେ ଶ୍ରଦ୍ଧାଞ୍ଜଳି ପ୍ରଦାନ
ଭୁବନେଶ୍ୱର ( ଦେବାଶିଷ ଦାଶ ) ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ...
