July 27, 2026

ବ୍ରାଉନ ସୁଗର ହବରେ ଖୋଲିଲା ନିଶା ମୁକ୍ତ କେନ୍ଦ୍ର

IMG-20260727-WA0038
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ଆଜି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ମୁନସିପାଲଟି ଅନ୍ତର୍ଗତ ବାସନ୍ତୀ ପଡ଼ିଆ ନିକଟରେ ନୟା ସୁରୁଆତ କଲ୍ୟାଣ ସଂସ୍ଥା ର ନିଶା ମୁକ୍ତ କେନ୍ଦ୍ର ର ଶୁଭାରମ୍ଭ। ପଥ ଭ୍ରଷ୍ଟ ଯୁବଗୋଷ୍ଠୀଙ୍କ ପରିବାର ରେ ଖୁସି ଆଣିବା ର ମୂଳ ଲକ୍ଷ୍ୟ ନେଇ ନୟା ସୁରୁଆତ କଲ୍ୟାଣ ସଂସ୍ଥା ର ଚେୟାରମେନ ଦିଲ୍ଲୀପ କୁମାର ସାମନ୍ତ (ପପୁ)ସୁଜିତ ପ୍ରଧାନ ଉପ-ସଭାପତି, ସଶାଙ୍କ ଜେନା -ସଚିବ, ଜୟନ୍ତ କୁମାର ପାଠୀ-ଅଧ୍ୟକ୍ଷ, ଅମିତ କୁମାର ମହାନ୍ତି, ଦେବାଶିଷ ଚୌଧୁରୀ, ସୁଭାଶିଷ ଗିରି, ଅସୀମ କୁମାର ଦାସ ଆଗେଇ ଆସିଛନ୍ତି । ଆଗକୁ ବୃଦ୍ଧା ଆଶ୍ରମ ସହ ଅନେକ ଗୁଡ଼ିଏ ସାମାଜିକ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଛନ୍ତି ବୋଲି ଚେୟାରମେନ ଦିଲ୍ଲୀପ କୁମାର ସାମନ୍ତ ପ୍ରକାଶ କରିଥିଲେ ।