ସ୍ବାଧୀନତା ଆମ ଏକତା ଓ ସହଭାଗିତା ର ପ୍ରତୀକ :ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶ ରାମସିଂ ଖୁଣ୍ଟିଆ। ପୁରୀ ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ।
ପୁରୀ : ତ୍ରିରଙ୍ଗା ଆମ ଜାତୀୟ ଏକତା,ସହଭାଗିତା ଓ ଅଖଣ୍ଡତାର ପ୍ରତୀକ।୧୯୪୭ ମସିହା ଆଜିର ଦିନରେ ଅଗଣିତ ସତ୍ୟନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଙ୍କ ତ୍ୟାଗ...
