ଭୋଟର ତାଲିକା ସଂଶୋଧନ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି: ଖଇରପୁଟ, ମାଥିଲି ଓ ବାଲିମେଳାର ବିଭିନ୍ନ ବୁଥ୍ରେ ‘ଚୁନାବ ପାଠଶାଳା’ ଜରିଆରେ ମତଦାତା ସଚେତନତା ଜୋରଦାର
*ମାଲକାନଗିରି, ୮/୬/୨୬:* ଆଗାମୀ ସ୍ପେଶାଲ ସମରୀ ରିଭିଜନ ବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ଶତପ୍ରତିଶତ ସଫଳ କରିବା ଏବଂ ସମସ୍ତ ଯୋଗ୍ୟ...
