November 26, 2024

ଖବର ଉପାନ୍ତ ଓଡିଶା

“ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଉଦଯାପିତ 

ବୁଗୁଡା : ତା ୦୨/୧୦/୨୪ : ଗତ ସେପ୍ଟେମ୍ବର ୧୭ ତାରିଖ ଦିନଠୁ ବୁଗୁଡା ଏନ୍ଏସି ପକ୍ଷରୁ ଆରମ୍ଭ ହୋଇଥିବା "ସ୍ବଚ୍ଛତା ହିଁ ସେବା" କାର୍ଯ୍ୟକ୍ରମ ଆଜି...

ପବିତ୍ର ଗାନ୍ଧୀ ଜୟନ୍ତୀ ରେ ୨୫ ଜଣ ପାଇଲେ ଗାନ୍ଧୀ ସ୍ମୃତି ସମ୍ମାନ।

  ଆଜି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଙ୍କ ପ୍ରତି ଶ୍ରଦ୍ଧା ଜଣାଇ ଜୟ ହିନ୍ଦ୍ ଭାରତ ଓଡ଼ିଶା ଶାଖା ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଆୟର୍ବେଦିକ ମହାବିଦ୍ୟାଳୟ...

ନବରଙ୍ଗପୁର ଜିଲ୍ଲା ରେ “ନାରୀଶକ୍ତି” ର ଗ୍ରାମ୍ୟ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ..

ନବରଙ୍ଗପୁର :-(ଏମ୍.ଦିନା°ଶୁ ଆଚାରୀ) ଜିଲ୍ଲାର ମହିଳା ସଂଗଠନ ନାରୀଶକ୍ତି ଆନୁକୁଲ୍ୟରେ ଓ "ସଖୀ" ରାଜ୍ୟ ସହାୟିକା କେନ୍ଦ୍ର ଓ ପରିବର୍ତ୍ତନ ଫାଉଣ୍ଡେସନ ର ମିଳିତ ସହଯୋଗରେ ନବରଙ୍ଗପୁରର...

ଗଜପତି:- ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ୍ ବାହାଦୂର ଶାସ୍ତ୍ରିଜୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଗଜପତି ଜିଲ୍ଲା ସ୍ତରୀୟ ୧୫୫ ତମ ଜାତିର ଜନକ ମହାତ୍ମା ଗାନ୍ଧି ଓ ୧୨୦ତମ ଶାନ୍ତି ଦୂତ...

‘ବଂଶଧାରା ‘ ପ୍ରାଚୀର ପତ୍ରିକା ଅକ୍ଟୋବର ସଂଖ୍ୟା ଉନ୍ମୋଚିତ

  କାଶୀନଗର (ରାଧାନାଥ ଚୌଧୁରୀ ) ତା 2/10/24 ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ, କାଶୀନଗରରେ ପ୍ରକାଶିତ ହେଉଥିବା ମାସିକ ପ୍ରାଚୀର ପତ୍ରିକା 'ବଂଶଧାରା ' ଅକ୍ଟୋବର...

କାଶୀନଗର ବ୍ଲକ ରେ ସ୍ୱଚ୍ଛତା ଦିବସ ଅନୁଷ୍ଠିତ 

କାଶୀନଗର (ରାଧାନାଥ ଚୌଧୁରୀ ) ତା 2/10/24 ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ...

ଶିଆଳି ପଞ୍ଚାୟତରେ ଗାନ୍ଧୀଜୟନ୍ତୀ ଅବସରରେ ସ୍ୱତନ୍ତ୍ର ଗ୍ରାମସଭା 

    କାଶୀନଗର (ରାଧାନାଥ ଚୌଧୁରୀ )   କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ପଞ୍ଚାୟତ ଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ କରିବା ପରେ ପଞ୍ଚାୟତ...

ପ୍ରକଳ୍ପ ସ୍ତରୀୟ ପୋଷଣ ମାହ ପାଳନ 

  ପଦ୍ମପୁର : (ଜୟନ୍ତ କୁମାର ସେଠ)ପଦ୍ମପୁର ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ଠାରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାହ ପାଳନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଶିକ୍ଷା...

କ୍ଲଷ୍ଟର ସ୍ତରୀୟ ସୁରଭି ଉତ୍ସବ ରେ ୯ଗୋଟି ବିଦ୍ୟାଳୟ ସାମିଲ !!

ତିର୍ତ୍ତୋଲ ::- ବିଦ୍ୟା ଅଟଇ ମହାଧନ, ବିଦ୍ୟାର୍ଥୀ କର ଉପାର୍ଜନ !!ବିଦ୍ୟା ସହିତ ଅନ୍ୟ ଗୁଣ ,ଜାଣିଛ ଯେବେ ଦିଅ ଧ୍ୟାନ !ବିଦ୍ୟା ବ୍ୟତୀତ ଅନ୍ୟ କଳାତ୍ମକ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.