November 26, 2024

ଖବର ଉପାନ୍ତ ଓଡିଶା

ପଦ୍ମପୁର ଠାରେ କାଳୀ ପୂଜା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ ..

ଆଜି ପବିତ୍ର ମା କାଳି ପୂଜା ନିମନ୍ତେ ପଦ୍ମପୁର କାଳୀ ପୂଜା ପଡିଆ ଠାରେ ଅପରାହ୍ନ ୫ ଘଣ୍ଟିକା ସମୟରେ ଶ୍ରୀ ଗୋଦାବରୀ ରାଉତଙ୍କ ନେତୃତ୍ୱରେ ଶୁଭ...

ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନ (ଓପ୍ସା) ର ନିର୍ବାଚନ ଫଳାଫଳ ଘୋଷିତ..

ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନର ନିର୍ବାଚନ ଆଜି ତା ୦୪-୧୦-୨୦୨୪ରିଖ ଦିନ ଭୁବନେଶ୍ୱରସ୍ଥିତ ଆଇ.ସି.ଏମ.ଆର. ର ଅଡିଟୋରିଅମରେ ସକାଳ ୧୦ମିନିଟରେ ଆୟୋଜିତ ହୋଇଥିଲା । ପୂର୍ବରୁ ଗୃହ...

ବଡ଼ଖମାର ୧୨ ତମ ଶ୍ୟାମାକାଳୀ ପୂଜା : ତ୍ରିପୁରାସୁର ଦରବାର ପାଇଁ କଳାକାର ବରଣ 

    ଉଲୁଣ୍ଡା,୪/୧୦ - ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବଡ଼ଖମାର ଠାରେ ତ୍ରିପୁରାସୁର ଦରବାର ପାଇଁ ଗୁରୁବାର କଳାକାର ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ...

ଏଥର ଜମିବ ଦଶହରା  ପୌରାଣିକ କଳାକୁଞ୍ଜ ସହ ଜଗନ୍ନାଥ ସଂସ୍କୃତି ର ଝଲକ ଦେଖିବେ ଦର୍ଶକ

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଆଉ କିଛି ଦିନ ପରେ ଧରା ପୃଷ୍ଠକୁ ଆସିବେ ଦୁର୍ଗତି ନାସିନୀ ମା ଦୁର୍ଗା । ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ...

୨୫ ଗୋଟି ସାଇଜ ଶାଳ କାଠ ଗାଡି ଜବତ କରିବା ସହ ଦୁଇଜଣ ଗିରଫ .. 

    ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଗୁଡ଼ାରି ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ରେଞ୍ଜର ଦିଲୀପ କୁମାର ପଟ୍ଟନାୟଙ୍କ ନିର୍ଦ୍ଦେଶ କ୍ରମେ ରେ ଗୁଡ଼ାରି ବନପାଳ ହରିଶ୍ଚନ୍ଦ୍ର...

ପାରମ୍ପରିକ ଲୋକ ନୃତ୍ୟରେ ଦୁଲିକିଲା ସୁରଭି କାର୍ଯ୍ୟକ୍ରମ ମଞ୍ଚ 

  କାଶୀନଗର (ରାଧାନାଥ ଚୌଧୁରୀ ) ତା 4/10/24 କାଶୀନଗର ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି....

ଗୁମ୍ମା ବ୍ଲକରେ ଯୋଗ୍ୟତା ଥାଇ ବି ଅଯୋଗ୍ୟ ପାଲ ତଳେ ବିତୁଛି ଜୀବନ ଧନୀ ବାଲାଙ୍କୁ ମିଳୁଛି ଆବାସ ଗରିବ ଏଠି ନିରାଶ…

    ପାରଳାଖମୁଣ୍ଡି (ଗରୁଡ଼ ଧ୍ଵଜ ଚୌଧୁରୀ) ରାଜ୍ୟ ଓ କେନ୍ଦ୍ର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆବାସ ଯୋଜନା କରିଛନ୍ତି।ପଞ୍ଚାୟତର ଅସାଧୁ ନୀତି ଯୋଗୁଁ ଆବାସ...

ଗୁମ୍ମା ବ୍ଲକରେ ଯୋଗ୍ୟତା ଥାଇ ବି ଅଯୋଗ୍ୟ ପାଲ ତଳେ ବିତୁଛି ଜୀବନ, ଧନୀ ବାଲାଙ୍କୁ ମିଳୁଛି ଆବାସ ଗରିବ ଏଠି ନିରାଶ

  ପାରଳାଖମୁଣ୍ଡି :୪/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ରାଜ୍ୟ ଓ କେନ୍ଦ୍ର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆବାସ ଯୋଜନା କରିଛନ୍ତି।ପଞ୍ଚାୟତର ଅସାଧୁ ନୀତି ଯୋଗୁଁ ଆବାସ ଘର...

ଷ୍ଟେଟ ଫରେଷ୍ଟ ସ୍ପୋର୍ଟସ୍ ମିଟ:ଲିଜି ମହାପାତ୍ରଙ୍କୁ ସ୍ବର୍ଣ୍ଣ ଏବଂ ରୌପ୍ଯ ପଦକ

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ):ଅନୁଗୁଲ ସ୍ଥିତ ଓଡିଶା ବନରାଜିକ ମହା ବିଦ୍ୟାଳୟର ଗ୍ରାଉଣ୍ଡରେ ଦୁଇଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଫରେଷ୍ଟ ସ୍ପୋର୍ଟସ୍ ମିଟର ଡିସକସ୍-ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ...

ଟ୍ରକ ପରିବହନରେ ଓଭରଲୋଡିଙ୍ଗ : ବଢୁଛି ସମସ୍ୟା, କାର୍ଯ୍ୟାନୁଷ୍ଠାନ ଢିଲା 

    ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ପଶ୍ଚିମ ଓଡିଶାର ଔଦ୍ୟୋଗିକ ଓ ଖଣିଅଞ୍ଚଳ, ଯେଉଁମାନଙ୍କ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ସାମିଲ ଅଛି ସେଠାକାର ଓଭରଲୋଡ ଟ୍ରକ୍...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.