September 9, 2026

Blog

ଲାଭଜନକ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଘରୋଇ କମ୍ପାନୀ ହାତକୁ କାହା ସ୍ୱାର୍ଥରେ ଟେକି ଦିଆଯାଉଛି* *ଓଡ଼ିଶାର ସମ୍ପତ୍ତି ଓଡିଶା ଲୋକଙ୍କ ହାତରେ ରହୁ : କଂଗ୍ରେସ*

    ଭୁବନେଶ୍ୱର ( ଦେବାଶିଷ ଦାଶ )   ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଦୀର୍ଘମିଆଦି PPP ମାଧ୍ୟମରେ ଘରୋଇ ଅପରେଟରଙ୍କୁ ଦେବା ପ୍ରକ୍ରିୟାକୁ ଓଡ଼ିଶା ପ୍ରଦେଶ...

ବନ୍ୟଜନ୍ତୁ ଶିକାର ରୋକିବାକୁ ଜରପଡ଼ା ରେଞ୍ଜରେ ଚଢ଼ାଉ ଜୀବନ୍ତ ଗୁଳି ଭର୍ତ୍ତି ବନ୍ଧୁକ ସହ ଶିକାର ସାମଗ୍ରୀ ଜବତ

    ଜରପଡ଼ା, ୨୬/୮: ବନ୍ୟଜନ୍ତୁ ଶିକାର ଓ ବନ୍ୟଜନ୍ତୁ ଅପରାଧ ରୋକିବାକୁ ଜରପଡ଼ା ବନ ବିଭାଗ ପକ୍ଷରୁ ଜୋରଦାର ଅଭିଯାନ ଜାରି ରହିଛି। ଗୁପ୍ତ ସୂଚନା...

ଚର୍ଚ୍ଚାରେ ବିଷାକ୍ତ ଓ ନକଲି ପନିର ବେପାର, ବୁଗୁଡ଼ା ଅଞ୍ଚଳରେ ଚିନ୍ତାରେ ଖାଉଟି 

ବୁଗୁଡ଼ା :ତା ୨୬/୦୮/୨୬ : ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଓ ଅପମିଶ୍ରିତ ପନିର କାରବାର ପଦାକୁ ଆସିବା ପରେ ଏହାର ପ୍ରଭାବ ଏବେ ବୁଗୁଡା ଅଞ୍ଚଳରେ...

ବର୍ଦ୍ଧିତ ଚିନି ଦରକୁ ନେଇ ବୁଗୁଡ଼ାରେ ମିଠା ମହଙ୍ଗା 

    ବୁଗୁଡ଼ା : ତା ୨୬/୦୮/୨୬ : ଏପଟେ ଚିନି ଦର ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ସେପଟେ ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ବୁଗୁଡା ଅଞ୍ଚଳରେ...

ସୁଦର୍ଶନ ଦାରୁପୀଠ ଓ ମା’ ସମଲେଇ ପୀଠରେ ବୃକ୍ଷରୋପଣ

    ଭୁବନେଶ୍ୱର( ଦେବାଶିଷ ଦାଶ )   ପରିବେଶ ସୁରକ୍ଷା ତଥା ସବୁଜିମା ସୃଷ୍ଟି ଲକ୍ଷ୍ୟରେ ଅଗ୍ରଗାମୀ ଅଘରିଆ ସୋସାଇଟି ପକ୍ଷରୁ ଏକ ବୃହତ ବୃକ୍ଷରୋପଣ...

*“ସେବା ହିଁ ସଂକଳ୍ପ, ସେବା ହିଁ ସମର୍ପଣ” ଭାବନାକୁ ଜନମାନସରେ ଅଧିକ ସୁଦୃଢ଼ କରିବା ହେଉଛି ମୂଳ ଲକ୍ଷ୍ୟ : ଡା.କୃଷ୍ଣଚନ୍ଦ୍ର ମହାପାତ୍ର*

      ଭୁବନେଶ୍ୱର ( ଦେବାଶିଷ ଦାଶ )   ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସେବା ସମର୍ପଣର ୨୫ ବର୍ଷ ଉପଲକ୍ଷେ ସେପ୍ଟେମ୍ବର ୧୭ରୁ...

ଗଜପତି:- ଡି:ପି:ଓ: ଠାରେ ମୋବାଇଲ୍ ପୁନରୁଦ୍ଧାର ମେଳା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାଣୀପେଣ୍ଠା ଗ୍ରାମରେ ଥିବା ଜିଲ୍ଲା ପୋଲିସ ଅଫିସ(ଡିପିଓ) ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକ...

ପୂର୍ବତନ ମୁଖ୍ୟ ସଚେତକ ତଥା ପଦ୍ମପୁର ର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଙ୍କ ପରଲୋକ।

ପୂର୍ବତନ ମୁଖ୍ୟ ସଚେତକ ତଥା ପଦ୍ମପୁର ର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଙ୍କ ପରଲୋକ। ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ।...

ଶିକ୍ଷା କ୍ଷେତ୍ରରେ ଗଜପତିର ଗୌରବ ବଢ଼ାଇଲେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ..

  (ପ୍ରୟାସ କାର୍ଯ୍ୟକ୍ରମ ଓ ଦଶମ ବୋର୍ଡ ଫଳାଫଳରେ ଉଲ୍ଲେଖନୀୟ ସଫଳତା ପାଇଁ ଜାତୀୟ ସ୍ତରରେ ସ୍ୱୀକୃତି)   ଗଜପତି---ଶିକ୍ଷା ପ୍ରଶାସନ କ୍ଷେତ୍ରରେ ନବସୃଜନ, ଉତ୍ତମ ପ୍ରଚଳନ...

ବୃଦ୍ଧାବୃଦ୍ଧଙ୍କୁ ଛତା ବଣ୍ଟନ କଲା ” ମୋ ଅନୁଷ୍ଠାନ ସମାଜସେବା ସଂଗଠନ “

    ଖଇରା ( ଦେବାଶିଷ ଦାଶ )   ମାନବର ସେବା ମାଧବର ସେବା ଦରିଦ୍ର ନାରାୟଣଙ୍କ ସେବା । ସମାଜସେବା ସଂଗଠନର ମୂଳ ଲକ୍ଷ୍ୟ...