କର୍ଣ୍ଣାଟକ ରୁ ରେଞ୍ଜିଗତାଲକୁ ମର ଶରୀର ଆଣିବା ନିମନ୍ତେ ବିଜେପି ରାଷ୍ଟ୍ରୀୟ ଅଦକ୍ଷ ସଦସ୍ୟ ୟାଇ ଗଣପତିଙ୍କ ସାହାଯ୍ୟ ଭୂମିକା ଦେଖିବାକୁ ମିଳିଥିଲା
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ବେଙ୍ଗାଳୁରୁ ଠାରେ ମୃତ୍ୟୁ ବରଣ କରିଥିବା ଗୁଣୁପୁର ନିକଟ ରେଜିଂତାଲ୍ ଗ୍ରାମର ଇସ୍ତିପାନ ଗମାଙ୍ଗଙ୍କ ଝିଅ ମଞ୍ଜୁଳା ଙ୍କ ମର ଶରୀର ଆଜି...
