ରାଜ୍ୟସ୍ତରୀୟ ଶାରଳା କପ୍ ଯଦୁପୁର ଭୁବନେଶ୍ୱରଏବଂ ରାଇଜିଙ୍ଗ ଷ୍ଟାର କ୍ରିକେଟ କ୍ଳବ କୁମାରବସ୍ତ ଖୋର୍ଦ୍ଧା ମଧ୍ୟରେ ଫାଇନାଲ ମ୍ୟାଚ
ଅସ୍ତରଙ୍ଗ ୩୧/୧/ ଅସ୍ତରଙ୍ଗର ନରେନ୍ଦ୍ର ଷ୍ଟାଡିୟମ ଠାରେ ଚାଲିଥିବା ୩୦ ତମ ରାଜ୍ୟସ୍ତରୀୟ ଶାରଳା କପ୍ କ୍ରିକେଟ୍ ପ୍ରତିଯୋଗିତାରେ ସୋମବାର ଥିଲା ପ୍ରଥମ ସେମିଫାଇନାଲ ।ଏହି...
