September 14, 2026

upanta odisha

ମାଳିଘରଛକନିକଟରେ ସଡ଼କ ଦୁର୍ଘଟଣା।

    ମାହାଙ୍ଗା _କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡ଼ାଜୟପୁର ଫାଣ୍ଡି ଅନ୍ତର୍ଗତ ମାଳିଘର ଛକ ପାଖ ଗୋଡ଼ିପୋଲ ନିକଟରେ ଘଟିଛି ଦୁର୍ଘଟଣା।ଯୁବକ ଦୁଇ ଜଣ ହେଲେ...

ଗୁଣ୍ଠବନ୍ଧ ଗ୍ରାମର ମାଁ ଭୁବନେଶ୍ୱରୀ ବାର୍ଷିକ ଯାତ୍ରା

  ପବିତ୍ର ଦୋଳ ପୁର୍ଣିମା ଉପଲକ୍ଷେ ଚାରିଆଡେ ଉତ୍ସବ ମୁଖର ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର ଗ୍ରାମ ପଞ୍ଚାୟତ ଅଧୀନରେ ଥିବା...

ବିଭିନ୍ନ ଗ୍ରାମରେ ନାମ ସଂକୀର୍ତ୍ତିନ ଯଜ୍ଞ ଉଦଯାପିତ

ବୁଗୁଡ଼ା : ତା ୦୯/୦୩/୨୩ : ପବିତ୍ର ହୋଲି ପର୍ବରେ ଭାମଶ୍ୟାଳି, ବି.ବ୍ରହ୍ମପୁର ଓ ବୁଗୁଡ଼ା ଆଦି ୩ଟି ଗ୍ରାମରେ ନାମ ସଂକୀର୍ତ୍ତିନ ଯଜ୍ଞ ଉଦଯାପିତ ହୋଇଯାଇଛି...

ବୁଗୁଡ଼ାରେ ବିଶ୍ବ ମହିଳା ଦିବସ ପାଳିତ

ବୁଗୁଡ଼ା : ତା ୦୯/୦୩/୨୩ : ସ୍ଥାନୀୟ ବଡଦାଣ୍ଡସ୍ଥିତ ପେଣ୍ଠଘର ଠାରେ କଳିଙ୍ଗ ବୈଶ୍ୟ ମହିଳା ସଂଘ-୨ ପକ୍ଷରୁ ୧୧୨ତମ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଛି...

କଡା ସୁରକ୍ଷା ମଧ୍ୟରେ ମାଟ୍ରିକ ଏସ୍ଏ-୨ ପରୀକ୍ଷା ପ୍ରଶ୍ନପତ୍ର

ବୁଗୁଡ଼ା : ତା ୦୯/୦୩/୨୩ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ(ଏସ୍ଏ-୨) ପରୀକ୍ଷା ମାର୍ଚ୍ଚ ୧୦ରୁ ୨୦ ପର୍ଯ୍ୟନ୍ତ ହେବାକୁ ଥିବାବେଳେ...

ନୂଆଗଡ ବ୍ଲକଅନ୍ତର୍ଗତଆଦିବାସୀଅଧ୍ୟୁଷିତ ଅଞ୍ଚଳରେ ଥିବା ବି.ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ରୋଗି ହନ୍ତସନ୍ତ 

    ପାରଳାଖେମୁଣ୍ଡି:୯/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ରୋଗି ହନ୍ତସନ୍ତ ହେଉଥିବା...

ପାରଳାଖେମୁଣ୍ଡି ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଆନ୍ତର୍ଜାତୀକ ମହିଳା ଦିବସ ଓ ହୋଲି ପାଳନ ଓ ଶୋଭାଯାତ୍ରା ଅନଷ୍ଠିତ

    ପାରଳାଖେମୁଣ୍ଡି:୮/୩(ଗରୁଡ଼ ଧ୍ଵଜ ଚୌଧୁରୀ)ପବିତ୍ରହୋଲି ପର୍ଵ ଓ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବରିଷ୍ଠ ନାଗରିକ ମଞ୍ଚ ,ପାରଳାଖେମୁଣ୍ଡି ତରଫରୁ ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଆୟୋଜନ...

ଠାକୁର ପରିକ୍ରମା ବେଳେ ଅଣ୍ଡାମାଡ, ବଡପଦl ରେ ଉତେଜନା

  -ଅଣ୍ଡା ମାଡରୁ ଉତେଜନା l ହୋଲି ଉତ୍ସବ ସହ ଠାକୁର ପରିକ୍ରମା ବେଳେ ଅଣ୍ଡା ମାଡ କଲେ କିଛି ଯୁବକ l ଏଭଳି  ଘଟଣା ଘଟିଛି...

ପାରଳାଖେମୁଣ୍ଡି ଠାରେ ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ/ହୋଲି ଉତ୍ସବପାଳନ

    ପାରଳାଖେମୁଣ୍ଡି:୮/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ. ଟେକ୍. କମ୍ପ୍ୟୁଟର ସେଣ୍ଟର୍ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ଏବଂ...