April 28, 2026

ଗୁଣ୍ଠବନ୍ଧ ଗ୍ରାମର ମାଁ ଭୁବନେଶ୍ୱରୀ ବାର୍ଷିକ ଯାତ୍ରା

ygfyuy
Share

 

ପବିତ୍ର ଦୋଳ ପୁର୍ଣିମା ଉପଲକ୍ଷେ ଚାରିଆଡେ ଉତ୍ସବ ମୁଖର ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଗୁଣ୍ଠବନ୍ଧ ଗ୍ରାମରେ ମାଁ ଭୁବନେଶ୍ୱରୀଙ୍କ ବାର୍ଷିକ ଯାତ୍ରା ଏହି ଦୋଳ ପୂର୍ଣ୍ଣିମା ଦିବସରେ ଅନୁଷ୍ଠିତ ହୋଇଥାଏ ଏହି ଅବସରରେ ମହାଭାରତ ପୌରାଣିକ ନାଟକ ମଞ୍ଚସ୍ଥ ହୋଇଛି। ଦିଗପହଣ୍ଡି ବିଧାୟକ ପ୍ରତିନିଧି ଉଦୟ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଦୋଳ ପୂର୍ଣ୍ଣମା ଓ ହୋଲି ପର୍ବ ର ମାହାତ୍ମ୍ୟ ଓ ନାଟକ ମାଧ୍ୟମରେ ଭାଇ ଚାରା ସୃଷ୍ଟି ସହ ଲୋକଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ର ବିକାଶ ଉପରେ ଆଲୋକପାତ କରିଥିଲେ । ଏଥିରେ କୁକୁଡ଼ାଖଣ୍ତି ବ୍ଲକର ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ବ୍ଲକ ବିଜେଡି ସଭାପତି ସୀତାରାମ ସାହୁ, ବ୍ରହ୍ମପୁର ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତି, ଉପସଭାପତି କୈଳାଶ ବିଷୋୟୀ, ସରପଞ୍ଚ ସଂଘର ସଭାପତି ବଶିଷ୍ଠ କୁମାର ଜେନା, ଦକ୍ଷିଣପୁର ସରପଞ୍ଚ ଦେବାଶିଷ ସେଠୀ, ସମିତି ସଭ୍ୟା ରେବତୀ ବେହେରା, ଲାଞ୍ଜିଆ ସରପଞ୍ଚ ଅନୀଲ କୁମାର ଗୌଡ଼, ସମିତି ସଭ୍ୟ କାହ୍ନୁଚରଣ ପାତ୍ର, ଛାତ୍ର ସଭାପତି ରାଧାମୋହନ ସେଠୀ, ଲାଠୀ ସମିତି ସଭ୍ୟ ଜଗନ୍ନାଥ ଭୂୟାଁ, ବାଲିପଡା ସରପଞ୍ଚ ପ୍ରତିନିଧି ଯତେନ୍ଦ୍ର ସେଠୀ, କଙ୍କିଆ ସରପଞ୍ଚ ଚନ୍ଦ୍ରଶେଖର ନାୟକ, ଜଗଦଲପୁର ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ, ସମିତି ସଭ୍ୟ ରବିନ୍ଦ୍ରନାଥ ପାତ୍ର, ଜିଲ୍ଲାପରିଷଦ ସଭ୍ୟା ପ୍ରତିନିଧି ରବି ଦାସ, ମସିହାଖାଲି ସରପଞ୍ଚ କେ.ବୁଲୁ, ସମବାୟ ସମିତିର ସଭାପତି ସୁରେଶ ସେଠୀ, ଅନନ୍ତେଇ ସରପଞ୍ଚ ପୂର୍ଣ୍ଣିବାସୀ ବିଷୋୟୀ, ଯୁବ ସଭାପତି ସଞ୍ଜୟ କୁମାର ସାହୁ,ମହୁଡା ସରପଞ୍ଚ ପ୍ରତିନିଧି ସଞ୍ଜୟ ସାହୁ, ଟୁନା ନାୟକ, ସୁକାନ୍ତ ସାସମଲ, ରୋହିଗାଁ ସମିତି ସଭ୍ୟା ଲକ୍ଷ୍ମୀ ସ୍ୱାଇଁ, ବାଘଲଟି ସରପଞ୍ଚ ମାମି ସାସମଲ, ଶଙ୍କର ମହାକୁଡ଼, ବୋରିଗାଁ ସରପଞ୍ଚ ପ୍ରତିନିଧି କୃଷ୍ଣ ସାହୁ, କାମେଶ୍ୱର ବିଶାଳ, ଟୁଙ୍ଗୁ କୁମାର ସାହୁ, ଗୌରୀ ଶଙ୍କର ପାତ୍ର, ଏ.ସୁଧାକର ପାତ୍ର, ସନ୍ତୋଷ ମହାରଣା, ନରସିଂହ ମହାନ୍ତି, ଚନ୍ଦ୍ର ଶେଖର ପାତ୍ର, ବାପିନି ପାତ୍ର,ମହୁଡା ସରପଞ୍ଚ ସୁଦଷ୍ଣା କୁମାର ସାହୁ, ବିଘେନ ଗୌଡ଼, କୈଳାଶ ବେହେରା, ମୁନା ବେହେରା, ରବିନ୍ଦ୍ର ଦଳାଇ, କୈଳାଶ ଜେନା, ଲଡୁ କିଶୋର ବେହେରା, ମୀନକେତନ ପାତ୍ର, ଗୋପାଳକୃଷ୍ଣ ମହାନ୍ତି, ନବୀନ ରାଉତ, ସତ୍ୟବାନ ମହାକୁଡ଼ ଙ୍କ ସମେତ ଗୁଣ୍ଠବନ୍ଧ ଗ୍ରାମବାସୀମାନେ ଓ ଯାତ୍ରାକୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସଦର ଥାନା ପୋଲିସ ଉପସ୍ଥିତ ଥିଲେ । କୁକୁଡ଼ାଖଣ୍ତି ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ