September 22, 2026

upanta odisha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର (ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ) ନବରଙ୍ଗପୁର, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର...

ପାରଳାଖେମୁଣ୍ଡିପୌରପରିଷଦକୁ ବାର୍ଦ୍ଧକ୍ୟ ଭତ୍ତା ଆଣିବା ପାଇଁ ଟ୍ରଲିରେବୁହାହେଲେ୭୫ବର୍ଷୀୟ ହିତାଧିକାରୀ

ପାରଳାଖେମୁଣ୍ଡିପୌରପରିଷଦକୁ ବାର୍ଦ୍ଧକ୍ୟ ଭତ୍ତା ଆଣିବା ପାଇଁ ଟ୍ରଲିରେବୁହାହେଲେ୭୫ବର୍ଷୀୟ ହିତାଧିକାରୀ ପାରଳାଖେମୁଣ୍ଡି:୧୮/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ କୁ ଭତ୍ତା ପାଇଁ...

ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଙ୍କ ପାରଳାଖେମୁଣ୍ଡିସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ।

ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଙ୍କ ପାରଳାଖେମୁଣ୍ଡିସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ । ପାରଳାଖେମୁଣ୍ଡି:୧୮/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ...

ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ପାରଳାଖେମୁଣ୍ଡି:୧୮/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି...

ସହିଦି ସୁଶାନ୍ତ ଖୁଣ୍ଟିଆ ପାଇଁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ।

ସହିଦି ସୁଶାନ୍ତ ଖୁଣ୍ଟିଆ ପାଇଁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା । ହାଟଡିହି,୧୮/୮: ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ସ୍ମୃତିରେ ହାଟଡ଼ିହି ଅଞ୍ଚଳିକ ମହାବିଦ୍ୟାଳୟ ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।...

ସକାଳର ଖବର, ୧୮-ଅଗଷ୍ଟ-୨୦୨୩, ଶୁକ୍ରବାର*

*╭──────────────────╮* *🌄ସକାଳର ଖବର, ୧୮-ଅଗଷ୍ଟ-୨୦୨୩, ଶୁକ୍ରବାର* *╰──────────────────╯* •┈┈┈┈┈┈┈┈┈┈┈┈┈┈┈┈┈┈┈• ➡️୧-ନୌସେନାରେ ସାମିଲ ହେଲା ସମୁଦ୍ରର ନୂଆ ରକ୍ଷକ ଆଇଏନଏସ ବିନ୍ଧ୍ୟଗିରି: କେଲୋକାତା ରିଚ୍ ସିଫ୍ ଡକ୍ୟାଡରେ ତିଳକ...

୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ରକ୍ତଦାନ ଶିବିର 105ୟୁନିଟ ସଂଗ୍ରହ*

*୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ରକ୍ତଦାନ ଶିବିର 105ୟୁନିଟ ସଂଗ୍ରହ* ===================== ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଗଞ୍ଜାମ ସହରର ସ୍ବେଛାସେବୀ...

ଜାତୀୟ ସଂଗୀତ ରେ କମ୍ପିଲା ପୋତାଗଡ଼ରେ

ଜାତୀୟ ସଂଗୀତ ରେ କମ୍ପିଲା ପୋତାଗଡ଼ରେ =================== ଗଞ୍ଜାମ = ପ୍ରଦୀପ କୁମାର ପଣ୍ଡା ଗଞ୍ଜାମ ସହର ର ଐତିହାସିକ ପୋତାଗଡ଼ 77ତମ ସ୍ୱାଧୀନତା ଦିବସ ରେ...

ମହାବୀର ପଞ୍ଜିକା👈🌼🌹* *✧═════•❁❀❁•═════✧

*🌹🌼👉ମହାବୀର ପଞ୍ଜିକା👈🌼🌹* *✧═════•❁❀❁•═════✧* *ଅଦ୍ୟ ଅଗଷ୍ଟ ମାସ ୧୮ ତାରିଖ ୨୦୨୩ ମସିହା(ଶୁକ୍ରବାର)* *ଶକାବ୍ଦ -୧୯୪୫* *ସମ୍ବତ -୨୦୮୦* *ଦିଲ୍ଲୀସ୍ୱରାଦ୍ଧ-୧୪୩୦* *ସମ୍ବତ୍ସର-ପିଙ୍ଗଳ* *ଶ୍ରାବଣମାସ- ଶୁକ୍ଲପକ୍ଷ* *ତିଥି- ଦ୍ଵିତୀୟା...

ଶୁକ୍ରବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦେଲେ ପିଇଓ ସଂଘ I

ଶୁକ୍ରବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦେଲେ ପିଇଓ ସଂଘ I କୋରାପୁଟ ଜିଲ୍ଲା କୋଟପାଡ଼ ନିଖିଳ ଉତ୍କଳ ପଞ୍ଚାୟତ ନିବାହୀ ଅଧିକାରୀ ସଂଘ,...