ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଡଃ ଜଗନ ମୋହନ ମହାପାତ୍ରଙ୍କ ଅକାଳ ବିୟୋଗରେ ଗଜପତି ପ୍ରେସ କ୍ଲବ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ
ପାରଳାଖେମୁଣ୍ଡି:୭/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ପାରଳାଖେମୁଣ୍ଡି ଟାଉନ ହଲ ସ୍ଥିତ ପ୍ରେସ କ୍ଲବ ପରିସରରେ ବରିଷ୍ଠ ସାମ୍ବାଦିକ ଜଗନ ମହାପାତ୍ରଙ୍କ ବିୟୋଗରେ...