August 26, 2026

ବେଗୁନିଆ ଥାନାରେତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବ

IMG-20260825-WA0009
Share

 

 

ବେଗୁନିଆ ଥାନା( ଉପାନ୍ତ ଖବର ମାନସ ରଞ୍ଜନ କର)ରେ ତ୍ରିନାଥ ଦେବଙ୍କ ବାର୍ଷିକଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି ଏହିଅବସରରେ ତ୍ରିନାଥ ଦେବଙ୍କ ମନ୍ଦିର ହୋମଯଜ୍ଞ ହୋଇଥିଲା କର୍ତ୍ତା ଭାବରେ ଥାନା ଅଧିକାରି ଦିଳିପ କୁମାର ସ୍ୱାଇଁ କର୍ତ୍ତୀ ଭାବରେ କାଦମ୍ବିନି ସ୍ୱାଇଁ ବସିଥିଲେ ଉତ୍ସବକୁ ଆସୁଥିବା ସମସ୍ତ ଅତିଥିମାନଙ୍କୁ ଥାନାର SIଉଶାରାଣି ଦାସ, ଅଭୟ କୁମାର ରାଉତ, ASIମଙ୍ଗୁଳି ବେହେରା, ମନୋଜ କୁମାର ଶତପଥି, ସଞୟ କୁମାର ପାତ୍ର, ହାବିଳି ଦାର ପ୍ରସାଦ କୁମାର ଆଚାର୍ଯ୍ୟ, ରାଇଟର ଶ୍ରୀନିବାସ ବାରିକ କନେଷ୍ଟବଳ ପ୍ରଦୀପ କୁମାର ବେହେରା, ପବନ ରାଉତରାୟ, ବିକାଶ କୁମାର ସେଠୀ,ଠAPF ଅରବିନ୍ଦ ପ୍ରଧାନ, ମହିଳା କନେଷ୍ଟବଳ ସନ୍ତୋସି ବେହେରା ଓ ଗ୍ରାମରକ୍ଷୀ ସମସ୍ତେ ମିସି ସ୍ଵାଗତ କରି ଯଜ୍ଞସ୍ଥଳକୁ ଆଣିଥିଲେ ଯଜ୍ଞସ୍ତଳରେ ନାମ ସଂକିର୍ତ୍ତନ ହରିବୋଲ ଧ୍ବନିରେ ପ୍ରକମ୍ପିତ ହେଉଥିଲା ଶେଷରେ ହାତରେ ରକ୍ଷାବନ୍ଧନ ସୂତ୍ର ବାନ୍ଧି ତ୍ରିନାଥ ଦେବଙ୍କ ପାଖରେ ପୁଷ୍ପଞଳିଦେଇ ପ୍ରସାଦ ସେବନ କରିଥିଲେ ସମସ୍ତ ଅତିଥି ଓ ଷ୍ଟାଫ ମାନଙ୍କୁ ଥାନା ଅଧିକାରୀ କାହ୍ନୁଚରଣ ସ୍ଵାଇଁ ଶାନ୍ତିଶୃଙ୍ଖଳାର ସହିତ ହୋମଯଜ୍ଞ ଶେଷ କରିଥିବାରୁ ଧନ୍ୟବାଦ ଦେଇଥିଲେ

You may have missed