May 28, 2026

ଶ୍ରୀଶ୍ରୀ ଦଧୀବାମନ ଦେବଙ୍କ ଭଉଁରୀସାହୀ ଉନ୍ନୟନ କମିଟିର ନୂତନ କର୍ମ କର୍ତ୍ତା ଙ୍କୁ ସମ୍ବର୍ଦ୍ଧନା 

IMG-20260528-WA0002
Share

 

ବେଗୁନିଆ ବ୍ଳକ(ଉପାନ୍ତ ଖବର ମାନସ ରଞ୍ଜନ କର ) ବେଗୁନିଆ ଶ୍ରୀଶ୍ରୀ ଦଧୀବାମନ ଦେବଙ୍କ ଭଉଁରୀ ସାହୀ ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଦନା ବୁଧବାର ଦୀନ ଅନୁଷ୍ଠିତ ହୋଇ ଯାଇଅଛି ଏହାର ସଭାପତି ୟୁନିଟି ୧ ଭୂବନେଶ୍ଵର ବଣିକ ସଂଘର ସଭାପତି ଓ ମଜଦୁର ସଂଘ ବେଗୁନିଆ ସଭାପତି ଅକ୍ଷୟ କୁମାର ରଥ ଉପସଭାପତି ଦୀନ ବଂଧୁସାହୁ,ସଂପାଦକ ଶୀଶୀର କୁମାର ସାହୁ ସହ ସଂପାଦକ ସତ୍ୟଜିତି ସାହୁ କୋଷାଦକ୍ଷ ଅରକ୍ଷିତ ସାହୁ ଚୟନ ହୋଇଥିଲେ ଏମାନଙ୍କୁ ଗ୍ରାମ୍ୟ କମିଟି ସଭାପତିମାୟାଧର ମାର୍ଥା ଓ ଦୁର୍ଗା ବଜାରର ସମସ୍ତ ଦୋକାନୀ ବାବାଜୀ ଜୟସିଂହ ସାହୀ ଗ୍ରାମ୍ୟ କମିଟିର ସଦସ୍ୟ ସର୍ବେଶ୍ଵରସାହୁ ସମ୍ବର୍ଦ୍ଧନା ସଦ୍ଭାରେ ଯୋଗଦାନ କରିଥିଲେ ହାସ୍ୟରଂଜନ ସାହୁ ସଂଜୋଜନା କରିଥିଲେ