May 27, 2026

ସୋରଡ଼ା ତାଳୁକା ରଜକ ସମାଜର ନୂଆଗଡ ମୁଠା ର ବ୍ରାସିକ ସମିଳନୀ ପାଳିତ ଆରମ୍ଭ

IMG-20260526-WA0024
Share

ସୋରଡ଼ା ତାଳୁକା ରଜକ ସମାଜ ନୂଆଗଡ ମୁଠା ର ବାର୍ଷିକ ଉଚ୍ଚବ ପାଳନ କରାଯାଇଥିଲା

ନୂଆଗଡ 8ମୁଠା ର କ୍ରମୀ ଭାଇ ମାନେ ଉପସ୍ଥିତ ଥିଲେ

ନୂଆଗଡ ମୁଠାର ସଭାପତି ପଞ୍ଚୁ ସେଠି ସେକରେଟି ରମେଶ ସେଠି

ଉପସଭାପତି ବାବୁଲା ସେଠି ଉପସ୍ଥିତ ଥିଲେ

ସୋରଡ଼ା ତାଳୁକା ର ମଣ୍ଡଳ ସଭାପତି ଅରସୁଲ sir ସଭାପତି ସୁଦର୍ଶନ sir ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସେଠି ଉପସ୍ଥିତ ଥିଲେ

ସମସଙ୍କୁ ନେଇ ସଭା ଆରମ୍ବ କରା ଯାଇଥିଲା

ସଭାରେ ଶୁଣିବାକୁ ବା ଶିଖିବାକୁ ମିଳିଥିଲା ବାପା ମାଆ ଙ୍କୁ ନି୍ଧେଶ ଅନୁଯାଇ ଚାଲିବା ସମାଜ ର ନିୟମ ଅନୁଯାଇ ଚାଲିବା ସମାଜର କିଛି ଭୁଲ କିଛି ଠିକ ବଛା ଯାଇଥିଲା ଭୁଲ କରିବା ଲୋକଙ୍କୁ କ୍ଷେମା କରାଯାଇଥିଲା ସଠିକ ମାର୍ଗରେ ଚଳିବା ପାଇଁ ଉପଦେଶ ଦିୟା ଯାଇଥିଲା.ସମାଜର ମୁଖ୍ୟ ଦାହିତ୍ୟ ତୁଲାଇ ଥିଲେ. ସୋରଡ଼ା ରୁ ସଞ୍ଜୟ କୁମାର ସେଠୀଙ୍କ ରିପୋର୍ଟ

You may have missed