September 1, 2026

ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଏବଂ ସଚେତନତା ଶିବିର

IMG-20260516-WA0010
Share

      ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଏବଂ ସଚେତନତା ଶିବିର, କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ଅନ୍ତର୍ଗତ ତଳକୁସୁମା ପଞ୍ଚାୟତ ଅଫିସ୍ ରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେଇଯାଇଛି, ଏଥିରେ ଗରଦପୁର ବ୍ଲକ ଏବିଡିଓ ସଞ୍ଜୟ କୁମାର ଦାଶ, ତଳକୁସୁମା ପଞ୍ଚାୟତ ସରପଞ୍ଚ ପ୍ରଭାତ ନଳିନୀ ଜେନା, ସୁରେନ୍ଦ୍ର ନାଥ ସ୍ବାଇଁ, PEO, ହିମାଂଶୁ ଶେଖର ମହାପାତ୍ର,,ADEO, ଅଶୋକ କୁମାର ଜେନା, ଦିବାକର ଜେନା, ରମେଶ ଚନ୍ଦ୍ର ଦଳେଇ, ଦେବେନ୍ଦ୍ର ନାୟକ, ଉପସ୍ଥିତ ରହି ଲୋକ ମାନଙ୍କ ଅଭିଯୋଗ ମାମଲା ଗୁଡ଼ିକର ଶିଘ୍ର ସମାଧାନ ହୋଇପାରିବ, ପ୍ରଶାସନିକ ଅଧିକାରୀ କହିଛନ୍ତି, ଅନ୍ୟାନ୍ୟ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହି ଲୋକ ମାନଙ୍କ ଅଭିଯୋଗ ମାମଲା ଖୁବଶିଘ୍ର ସମାଧାନ କରିବା ପାଇଁ କୁହାଯାଇଛି , ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ ଶିବିରରେ ସ୍ଥାନୀୟ ପଞ୍ଚାୟତ ର ଲୋକ ମାନଙ୍କ ଅଭିଯୋଗ ମାମଲା ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଥାଲା , ରିପୋର୍ଟ -ଧିରେନ କୁମାର ମହାପାତ୍ର କେନ୍ଦ୍ରାପଡା,

You may have missed