ବେଗୁନିଆ ବ୍ଲକ ଟପରଙ୍କୁ ସମ୍ବର୍ଦ୍ଧନା
ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର)କଣ୍ଟାବାତ ପଞ୍ଚାୟତ ନିଳକଣ୍ଠସରକାରୀ ଉଚ୍ଚବିଦ୍ୟାଳୟ କଣ୍ଟାବାଡ ରେ ସମୁଦାୟ ୧୧୮ ଜଣ ପିଲା ପରିକ୍ଷା ଦେଇଥିଲେ ସେଥିରୁ ୧୧୫ ଜଣ ପିଲା ପାସ କରିଛନ୍ତି ଲଗାତର ୨୦୨୪,୨୦୨୫ ଓ ୨୦୨୬ ଏହି ଉଚ୍ଚବିଦ୍ୟାଳୟର ପିଲାମାନେ ବ୍ଲକରେ ଟପର ହେଉଛନ୍ତି ଏବର୍ଷର ସତ୍ୟବ୍ରତ ପାଣୀ ଗ୍ରାହୀ ୫୫୬ ରଖିବ୍ଲକଟପର ହୋଇଛନ୍ତି ଦିପ୍ତି ମୟୀ ମହାପାତ୍ର A2 ୫୧୭,ଶ୍ରୀନିବାସ ସେଠୀA2 ୫୧୩, ଭୋଲେଶ୍ଵର ମହାପାତ୍ର A2 ୫୦୮,ବର୍ଷାରାଣୀ ଦାସ A2 ୪୯୬,ଶୁଦ୍ଭାସିସ ସାହୁ A2 ୪୮୯,ଆକାଙ୍ଖାପ୍ରୀୟଦର୍ଶନୀ ମହାନ୍ତି A2 ୪୮୯, ସିମା ନାୟକ A2 ୪୮୫,ଶୁଶ୍ରୀ ସଙ୍ଗୀତା ବେହେରାA2 ୪୮୨, ସିଦ୍ଧାନ୍ତ ବେହେରା A2 ୪୮୧, ସୋମନାଥ ଜେନା A2 ୪୮୦,ଲିଜା ସାହୁ A2 ୪୮୦,ସ୍ଵୟଂସୁ ମହାପାତ୍ର A2 ୪୮୦ ମାର୍କ ରଖି ପାସ କରିଛନ୍ତି ପ୍ରଧାନ ଶିକ୍ଷକ ବିଜୟ କୁମାର ମହାପାତ୍ର, ଆଲୁମିନ ପ୍ରତିନିଧି ବଂଶିଧର ପାଣିଗ୍ରାହୀ,SMC ଅଧ୍ଯକ୍ଷ ପ୍ରଭାତ କୁମାର ନାୟକ ଏବଂ ସମସ୍ତ ଗୁରୁଜୀଓ ଗୁରୁମାଙ୍କ ଉପସ୍ଥିତିରେ Al A2 ପିଲାମାନଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ
