April 26, 2026

ଠକିଲେ ସରକାର, ମାଟି ବିକିଲା ଠିକାଦାର, ତାତିଲେ ଚାଷୀ ପରିବାର

IMG-20260326-WA0038
Share

 

ହଁ ଆଜ୍ଞା ଆମେ କହିବାକୁ ଚାହୁଁଛୁ ପୁରୀଜିଲ୍ଲା ପୁରୀ ସଦର ସମଙ୍ଗ ଗ୍ରାମପଞ୍ଚାୟତ କଣ୍ଠପୁର ଗାଁ ର କଥା l କଣ୍ଠପୁର ଗ୍ରାମବାସୀ ଙ୍କୁ ସରକାର ଙ୍କ ପକ୍ଷରୁ ମଧୁର ଜଳ ପ୍ରକଳ୍ପ ଠାରୁ ଆରମ୍ଭ କରି ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ସମସ୍ତ ଜମି କଣ୍ଠପୁର ଗ୍ରାମବାସୀ ପ୍ରଦାନ କରିଛନ୍ତି l କିନ୍ତୁ ଦୁଃଖ ର ବିଷୟ ଏହିକିଯେ ଏପର୍ଯ୍ୟନ୍ତ କଣ୍ଠପୁର ଗ୍ରାମବାସୀ କୌଣସି କ୍ଷତିପୂରଣ ପାଇନଥିବା ବେଳେ କାର୍ଯ୍ୟ ନେଇଥିବା ଠିକାଦାର ଚାଷୀଙ୍କ ଜମିରେ ମାଟି ନପକାଇ ମାଟି ବିକ୍ରି କରୁଥିବାର ଅଭିଯୋଗ ଆସିଥିବାରୁ ଆଜି କଣ୍ଠପୁର ଗ୍ରାମ ସଭାପତି ଶିବନାରାୟଣ ସୁବୁଦ୍ଧିଙ୍କ ସଭାପତିତ୍ୱ ରେ ସମଗ୍ର କଣ୍ଠପୁର ଗ୍ରାମ ର ଚାଷୀ ମାନଙ୍କୁ ନେଇ ଠିକାଦାର ବିରୋଧରେ ଧାରଣାରେ ବସିଥିବା ବେଳେ ଉଚିତ ନ୍ୟାୟ ନମିଳିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ଗଣମାଧ୍ୟମ କୁ ଜଣାଇଛନ୍ତି କଣ୍ଠପୁର ଗ୍ରାମବାସୀ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ