ଜ଼ିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି
ଜ଼ିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି
କୋରାପୁଟ ଜ଼ିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟା ଳୟ ପ୍ରକୋଷ୍ଠ ରେ ଅଜି ବ୍ଲକ ସ୍ତରୀୟ ଜନ ଅଭି ଯୋଗ ଶୁଣାଣି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି. ଛତର୍ଲା କୋଲାବ ନଦୀ ରେ ଏକ ଝୋଲା ପୋଲୋନିର୍ମାଣ. ଚିତ୍ରା ସେବାଶ୍ରମ ରେ ଶିକ୍ଷକ ଆବଶ୍ୟକ. ଅଣ୍ଡିରା ମୁଣ୍ଡା ଧବୋଳେଶ୍ୱେର ମନ୍ଦିର ଠାରେ ବିଦୁତ ସଂଯୋଗୀ କରଣ. ବଣିଆ. ଗୁଆଳି. ଆସନା ଗ୍ରାମରେ ଷ୍ଟ୍ରୀଟ ଲାଇଟ ର ବ୍ୟବସ୍ଥା. ଯେ ଇ ଏଲ ସି କୋଟପାଡ଼ ରେ କୋମ୍ୟୁନିଟି ଲାଇବ୍ରେରୀ ସହ ଚିତ୍ତ ବିନୋଦ କେନ୍ଦ୍ର ନିର୍ମାଣ.ଚାନ୍ଦିଲି ଏଲ ଆଇ କେନ୍ଦ୍ର ର ମରାମତି. ସମେତ କୁସୁମୀ ରେଳବାଇ କୁ ଯିବାକୁ ରାସ୍ତା କରିବା ଇତ୍ୟାଦି ଅଭିଯୋଗଶୁଣାଣି ହୋଇଥିଲା. ବ୍ୟକ୍ତି ଗତ 20ଟି ଓ ଗୋଷ୍ଠୀ ଗତ 4ଟି ମୋଟ 24ଗୋଟି ଅଭିଯୋଗର ଶୁଣାଣି ହୋଇଥିବା ଜଣା ଯାଇଛି. କାର୍ଯ୍ୟକ୍ରମ ସରିବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସିଡିଓ ଏବଂ ସମସ୍ତ ଯନ୍ତ୍ରୀ ବ୍ଲକରେ ଚାଲିଥିବା 5ଟି ସ୍କୁଲ ଗୁଡିକର ପରିଦର୍ଶନ କରିଥିବା ଜଣାଯାଇଛି I ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜ଼ିଲ୍ଲା ପରିଷଦ ଶ୍ରୀ ଗୌରବ ସିୱାଜି ଇ ସଲ ୱାର. ଜ଼ିଲ୍ଲା ଆରୋକ୍ଷୀ ଅଧିକ୍ଷକ ଅଭିନବ ସନା କର. ଉପ ଜ଼ିଲ୍ଲା ପାଳ ବେଦ ବର ପ୍ରଧାନ. ତହସିଲଦାର ଶ୍ରୀ ଶକ୍ତି ମହାପାତ୍ର. ବିଡ଼ିଓ ଶ୍ରମତି ସ୍ନେହ ପ୍ରଭା ମାଝୀ. ଜି ପି ଓ ସୁଧାଂଶୁ ରଥ,ସନ୍ତୋଷ ବାଗ ସିଂ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆକାଶ ଜେନା. ଶ୍ରୀ ଚୈ ତନ୍ୟ ବାସକି. ଶ୍ରୀ ବିଜୟ କୁମାର ନନ୍ଦ. ସୁଶ୍ରୀ ନମିତା ଵାଘ. ଜାନକି ଭତରା. ପୁଷ୍ପା ପୂଜାରୀ ଙ୍କ ସମେତ ଜ଼ିଲ୍ଲା ର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିବା ର ଜଣା ଯାଇଛି I ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା I