March 11, 2026

ସୁଆଁଳ ଗ୍ରାମରେ ଲୋକେଶ୍ଵର ଦେବଙ୍କ ପୀଠରେ ଜାଗରଉପ ଲକ୍ଷେ ୪ଦିନ ବ୍ୟାପି ଚାଲିଥୀବା ବାଦି ପାଳାର ଶେଷ ଦିନ

IMG-20260219-WA0015
Share

 

ସୁଆଁଳ(ଉପାନ୍ତ ଖବର ମାନସ ରଞ୍ଜନ କର) ଗ୍ରାମରେ ମହାଶିବରାତ୍ରୀ ଉପଲକ୍ଷେଲୋକେଶ୍ଵର ଦେବଙ୍କ ପିଠିରେ ୪ଦିନ ବ୍ୟାପି ଚାଲିଥୀ ବା ବାଦି ପାଳାର ଶେଷ ଦିନରେ ମୁଖ୍ୟଅତିଥୀ ଭାବରେ ବେଗୁନିଆ ଜୁନର ଜିଲ୍ଳା ପରିଷଦ ଅନାଦି ଚରଣ ସାହୁ,ଶିକ୍ଷାବିତ ନାରାୟଣ ବେହେରା, ସମ୍ମାନୀତଅତିଥୀ ଗଙ୍ଗାଧର ମହାପାତ୍ର, ସାମ୍ବାଦିକ ମାନସ ରଞ୍ଜନ କର, ଦୀନବନ୍ଧୁ ମହାରଣା,ସନ୍ତୋସ କୁମାର ଜୟସିଂହ, ଶତ୍ରୁଘନବାଘ, ଗ୍ରାମର ସଭାପତି ବିଜୟ କେତନ ପଟ୍ଟନାୟକ, ଉପ ସଭାପତି ମନୋଜ କୁମାର ମଙ୍ଗରାଜ, ଗଣେଶ୍ଵର ସ୍ଵାଇଁ,ସମାଜସେବି ବସନ୍ତ ଦାସ, ସମାଜସେବି ପବିତ୍ର ସ୍ଵାଇଁ,ସମାଜସେବିବିଜୟ କୁମାର ବେହେରା ଉପସ୍ଥିରହି ପାଳାକାର୍ଯ୍ୟ କର୍ମ ଆରମ୍ଭ କରିଥିଲେ କମିଟିର ସଭ୍ୟମାନେ ପ୍ରଥମେଅତିଥୀମାନଙ୍କୁ ଉତରୀୟ, ଫୁଲତୋଡା ଦେଇ ସମ୍ମାନୀତ କରିଥିଲେ ଏହାରଆବାହକ ଆଇନିଯିବି ପ୍ରଦିପ୍ତ ମଙ୍ଗରାଜ ଓ ଗ୍ରାମର ସମସ୍ତ ଭାଇମାନେ ଏକାଠି ହୋଇ ଶାନ୍ତିଶୃଙ୍ଖଳାର ସହିତ ପାଳା ପରିବେସନକୁ ଶେଷ କରିଥୀଲେ

You may have missed