March 10, 2026
IMG-20260218-WA0003
Share

 

ବଡପଦର (ଉପାନ୍ତ ଖବର ମାନସ ରଞ୍ଜନ କର)ଗ୍ରାମରେଲୋକେଶ୍ଵର ଦେବଙ୍କ ପୀଠରେ ଜାଗର ମହତ୍ସବର ଶେଷ ସଂଧ୍ଯା ଥିଲା ମୁଖ୍ୟଅତିଥୀ ଭାବରେ ସମାଜସେବିଜ୍ଞାନରଞ୍ଜନ ମାନସିଂଙ୍ଗ(ପୁତୁଳଭାଇ), ଧଳାପଥରଫାଣ୍ଡି ଅଧୀକାରି ସୁସାନ୍ତ କୁମାର ମଲ୍ଲିକ, ବେଗୁନିଆ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବଳିଆରସିଂହ, ଶିଷିର ଆଚାର୍ଯ୍ୟ,ଗଙ୍ଗା ମହାପାତ୍ର, ପ୍ରତିମା ପଟ୍ଟନାୟକ, ପ୍ରଜ୍ଞା ପରମିତା ପଟ୍ଟନାୟକ, ବିଜୟ କୁମାର ସ୍ଵାଇଁ,ସମାଜସେବି ସିବନାରାୟଣ ମିଶ୍ର,ମଞ୍ଚକୁ ଲୋକନାଥ ଜେନା ପରିଚାଳନା କରିଥିଲେ କମିଟିର ସଭାପତି ଜିତେନ୍ଦ୍ର ବଳିଆରସିଂହ,ଉପସଭାପତି ମନୋଜ କୁମାର ସେଠି, କୋଷାଧ୍ଯକ୍ଷ ମିଟୁ ପ୍ରଧାନଉପସ୍ଥିତ ରହି ମହତ୍ସବକୁ ସଭାକାର୍ଯ୍ୟ ଆରମ୍ଭ କରିଥିଲେ ସଂପାଦକ ଦିପକ କୁମାର ମିଶ୍ର ଓ ବଡପଦର ଗ୍ରାମବାସି ଏକାଠି ହୋଇ ପ୍ରସାଦ ସେବନ ଠାରୁ ଆରମ୍ଭ କରି କୃତି ଛାତ୍ରଛାତ୍ରୀମାନଙ୍କୁପୁରସ୍କାର ବିତରଣ କରି ଶାନ୍ତି ଶଙ୍ଖଳାର ସହିତ ଶତାଧୀକ ଲୋକମାନଙ୍କ ସହିତ ରହି ଜାଗର ମହତ୍ସବକୁ ପାଳନ କରିଥିଲେ