April 29, 2026

ପୁରୀରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ୭୯ ତମ ଜନ୍ମବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି

IMG-20260215-WA0056
Share

 

ଆଜି ସ୍ୱର୍ଗତ ପୁର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଙ୍କ ଜନ୍ମ ଦିନରେ ମହେଶ୍ବର ସ୍ମୃତି କମିଟି ପକ୍ଷରୁ ଆଜି ସକାଳେ ପୁରୀ ବିଜୁ ଜନତା ଦଳର ଶତାଧିକ ମହିଳା ଏବଂ ପୁରୁଷ କର୍ମୀମାନେ ମରୀଚିକୋଟ ଛକରୁ ଏକ ଶୋଭାଯାତ୍ରା ରେ ବାହାରି ସିଂହଦ୍ୱାର ନିକଟରେ ପହଂଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦେଶ୍ୟ ରେ ଦୀପଦାନ କରାଯିବା ସହିତ ଦିନ ବେଳା ନରେନ୍ଦ୍ରକୋନ ସ୍ଥିତ ଉତ୍କଳ ବାଳାଶ୍ରମ ରେ ଛାତ୍ରଛାତ୍ରୀ ମାନଙ୍କୁ ଖାଦ୍ୟ ବଣ୍ଟନ କରଯାଇଥିଲା ଏଥିରେ ସ୍ମୃତି କମିଟି ର ସଭାପତି ସବ୍ୟସାଚୀ ମହାପାତ୍ର, ପୂର୍ବତନ କାଉଁସିଲର ଭକ୍ତ ଦାସ ପ୍ରଦୀପ୍ତ ନାୟକ , ଏବେ ପ୍ରିତମ୍ ଜଗଦ୍ଦେବ,ଶ୍ରିପ୍ରକାସ ମିଶ୍ର, ପୀତବାସ ପ୍ରଧାନ ସରସ୍ଵତୀ ସାହୁ, ଦିପ୍ତିରେଖା ରାଉତରାୟ, , ଦେବରାଜ ସାହୁ ରବିନାରାୟଣ ପଣ୍ଡା, ବିନ୍ଦୁ ପ୍ରଧାନ ରେଣୁ ବାଲା ମହାନ୍ତି, ରେଣୁ ବାଲା ମହାନ୍ତି,ରବିନ୍ଦ୍ର ବିଶୋଇ ,ଓ, ଡି କ୍ରୀଷ୍ଣା ସବିତା ମିଶ୍ର ସୋମେନ୍ଦ୍ର ଦେଓ, ବାଦଲ ପ୍ରଧାନ ହୃଷୀକେଶ ମହାପାତ୍ରଙ୍କ ସହିତ ଶତାଧିକ କର୍ମୀ ଯୋଗଦାନ କରି ମହେଶ୍ୱର ମହାନ୍ତିଙ୍କ ଜନ୍ମଦିନକୁ ମହାଡ଼ମ୍ବରରେ ପାଳନ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed