ବେନ୍ଦାଳିଆରେ ନାମ ସଂକୀର୍ତ୍ତନ କୁ ଶୁଭାରମ୍ଭ – ବିପ୍ଲବ
ବେନ୍ଦାଳିଆରେ ନାମ ସଂକୀର୍ତ୍ତନ କୁ ଶୁଭାରମ୍ଭ – ବିପ୍ଲବ
କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଲାଠୀ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ବେନ୍ଦାଳିଆ ଗ୍ରାମର ହରିଜନ ସାହିରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ୨୪ ପ୍ରହରୀ ନାମ ସଂକୀର୍ତ୍ତନ ଓ ତିନି ଦିନ ବ୍ୟାପି ଅନ୍ନଯଜ୍ଞ କାର୍ଯ୍ୟାକ୍ରମରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଲବ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଦର୍ଶନ କରି ନାମ ସଂକୀର୍ତ୍ତନ କୁ ଶୁଭାରମ୍ଭ କରିଥିଲେ। ବେନ୍ଦାଳିଆ ଛକ ଠାରୁ ଆବାଳ ବୃଦ୍ଧବନିତା ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବଦ୍ଧିତ କରିଥିଲେ।ପରିଶେଷରେ ଗ୍ରାମର ପ୍ରତ୍ୟେକ୍ଷ ଠାକୁର ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ l ଏଥିରେ କୁକୁଡ଼ାଖଣ୍ତି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ବିଧାୟକ ପ୍ରତିନିଧି ଉଦୟ କୁମାର ବେହେରା, ବ୍ଲକ ବିଜେଡି ସଭାପତି ସୀତାରାମ ସାହୁ, ଉପସଭାପତି କୈଳାଶ ବିଷୋୟୀ, ସରପଞ୍ଚ ସଂଘର ସଭାପତି ବଶିଷ୍ଠ କୁମାର ଜେନା, ଜିଲ୍ଲା ପରିଷଦ ସଭ୍ୟା ମମତା ଦାସ, ଲାଠୀ ସରପଞ୍ଚ ରାଧାମୋହନ ସେଠୀ, ସମିତି ସଭ୍ୟ ଜଗନ୍ନାଥ ଭୂୟାଁ,ବାଘଲଟି ସରପଞ୍ଚ ପ୍ରତିନିଧି ସୁକାନ୍ତ ସାସମାଲ, ବନ୍ଥପଲ୍ଲୀ ସରପଞ୍ଚ ପ୍ରତିନିଧି ଟୁନା ନାୟକ, ଲାଞ୍ଜିଆ ସରପଞ୍ଚ ଅନିଲ କୁମାର ଗୌଡ଼, ଡ଼େଙ୍ଗାପଦାର ସରପଞ୍ଚ ପ୍ରତିନିଧି ଶଙ୍କର ମାହାଙ୍କୁଡ଼, ଅମ୍ବିକା ସାହୁ, ବଳରାମ ସାହୁ, ସମୀର କୁମାର ପାଣିଗ୍ରାହୀ, ଜ୍ୟୋତି ରଞ୍ଜନ ପାତ୍ର, ଭଗବାନ ସାହୁ, ଶିବ ସାହୁ, ଜଗନ୍ନାଥ ଗୌଡ଼, ଅରକ୍ଷିତ ଗୌଡ଼, ଭଗବାନ ଗୌଡ଼, ବିଟୁ ଗୌଡ଼ , କେଶବ ଦାସ, ନକୁଳ ଦାସ,ଫକୀର ଦାସ,ଦଣ୍ଡପାଣି ଦାସ, ବୀରେନ୍ଦ୍ର ସାହୁ, ଯୋଗେନ୍ଦ୍ର ସେଠୀ, ରଙ୍କନିଧି ପଣ୍ଡା, କୃଷ୍ଣ ଚନ୍ଦ୍ର ଗୌଡ଼, ଶଙ୍କର ସାହୁ,ବ୍ଲକ ଯୁବ ସଭାପତି ସଞ୍ଜୟ କୁମାର ସାହୁ ,ଜିଲ୍ଲା ବିଜୁ ଛାତ୍ର ଜନତା ଜେନେରାଲ ସେକ୍ରେଟାରୀ ଲିଙ୍କନ ପାତ୍ର ସମେତ ହରିଜନ ସାହି କମିଟି ବୃନ୍ଦ ସମେତ ବହୁ କର୍ମୀମାନେ ଉପସ୍ଥିତ ଥିଲେ l କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି ରିପୋର୍ଟ