April 28, 2026

ନରଣଗଡ଼ ରେ ଫୁଟବଲ ଟୁନାମେଣ୍ଟ 

IMG-20251116-WA0088
Share

 

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର) ମା ଭଗବତୀ ଫୁଟବଲ ଟୁନାମେଣ୍ଟ ନରଣଗଡ଼ ରେ,ନରଣଗଡ଼ ରେ ଫୁଟବଲ ଟୁ୍ନାମେଣ୍ଟ

ମା ମଙ୍ଗଳା କ୍ଲୁବକଟକ ଚମ୍ପିୟାନ

ଜୟଦୁର୍ଗା ଫୁଟବଲ କ୍ଲବ ବାଙ୍କୀ ରନର୍ସ ଅଫ ଦୀର୍ଘ 8 ଦଳ ଙ୍କ ମଧ୍ୟରେ ଫୁଟବଲ ଟୁର୍ନାମେଣ୍ଟ ହୋଇଥିଲା,ମୁଖ୍ୟ ଅତିଥି ଭାବେ ପୂର୍ବତନ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, କଂପୁର ମଳିପଡ଼ା ର ପୂର୍ବତନ ସରପଞ୍ଚ ଜନାର୍ଦନ ପ୍ରଧାନ

ପରିଚାଳକ ରବୀନ୍ଦ୍ର କୁମାର ମାର୍ଥା ଏବଂ ଭଗବତୀ କ୍ଲବ ସମସ୍ତେ କର୍ମକର୍ତ୍ତା ଯୋଗ ଦେଇଥିଲେ, ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ, ଖେଳ ପରିକ୍ରମା କରି ଖେଳ ପ୍ରତି ଉତ୍ସାହ କିପରି ଆସିବ ସେଥିପାଇଁ ଖେଳାଳି ମାନଙ୍କୁ ବିଧାୟକ ଅଭିଭାଷଣ ପ୍ରଦାନ କରିଥିଲେ,ଗୋଦାବରୀଶ ଗୁମାନସିଂହ ଶାନ୍ତି କମିଟି ସଭାପତି,ଶିଶିର କୁମାର ପରିଡା ସିନିଅର ଆଡ଼ଭୋକେଟ, ପରିଚାଳକ ମନୋରଞ୍ଜନ ପ୍ରଧାନ, ମଞ୍ଚ ପରିଚାଳନା ରମେଶ ଚନ୍ଦ୍ର ସାହୁ ଏବଂ ପ୍ରଶାନ୍ତ ବିଶ୍ୱାଳ କରିଥିଲେ…