June 24, 2026

ଉମରକୋଟ ଠାରେ ରାଜ୍ୟ ବାର କାଉନସିଲ ସଦସ୍ୟ ପୀତବାସ ପଣ୍ଡା ଙ୍କ ହତ୍ୟା ପ୍ରତିବାଦ ରେ ଉମରକୋଟ ଓକିଲ ସଙ୍ଘ ର କଲମ ଛାଡ ଓ ପ୍ରତିବାଦ ସଭା ଅନୁଷ୍ଠିତ……..

IMG-20251009-WA0078
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ରାଜ୍ୟ ବାର କାଉନସିଲ ସଦସ୍ୟ ପିତବାସ ପଣ୍ଡ। ଙ୍କୁ ବ୍ରହ୍ମପୁର ଠାରେ କେହି ଦୃର୍ବୁତ୍ତ ଗୁଳି କରି ହତ୍ୟା କରିଦେବା ପ୍ରତିବାଦରେ ରାଜ୍ୟ ଓକିଲ ସଙ୍ଗର ନିର୍ଦ୍ଧେଶ କ୍ରମେ ଆଜି ଉମରକୋଟ ଓକିଲ ସଂଘ ପକ୍ଷ ରୁ କଲମ ଛାଡ ଓ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା।ସଭ। ପ୍ର।ରମ୍ୱ ରେ ପୀତବାସ ପଣ୍ଡ। ଓ ନବରଙ୍ଗପୁରର ଆଇନଜୀବି ରାଜେନ୍ଦ୍ର ବିଶୋଇଙ୍କ ଅମର ଆତ୍ମାର ସଡଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଉମରକୋଟ ଓକିଲ ସଂଘ ସଭାପତି ପ୍ରଶାନ୍ତ କୁମାର ସାହୂଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ଶୋକ ଶୋଭା କାର୍ଯ୍ୟକ୍ରମରେ ସଭାପତି ପ୍ରଶାନ୍ତ କୁମାର ସାହୁ, ସମ୍ପାଦକ ଶାନ୍ତନୁ କୁମାର ବାହିନୀପତି, ବରିଷ୍ଠ ସରକାରୀ ଓକିଲ ଝାଡେଶ୍ୱର ମହାନ୍ତି , ଅନ୍ୟତମ ବରିଷ୍ଠ ସରକାରୀ ଓକିଲ ଶ୍ରୀନିବାସ ପଟ୍ଟନାୟକ ଏବଂ ମନୋହର ମହାନ୍ତି, ଉପସଭାପତି ବିଜୟଲତା ପାଣିଗ୍ରାହୀ, କୋଷାଧକ୍ଷ ଜିତେନ୍ଦ୍ର ମହାନ୍ତିଙ୍କ ସମେତ ବରିଷ୍ଟ ଓକିଲ, ଅରବିନ୍ଦ ପଟ୍ଟନାୟକ, ତପନ ଦେବନାଥ,ଶଙ୍କର ଦେ,ପ୍ରଦୀପ ପଟ୍ଟନାୟକ, ସନ୍ତୋଷ ସାହୁ, ଅଶୋକ ପାଢ଼ୀ, ରାମ ନାୟକ, କାଳୀ ନନ୍ଦ, ହରିହର ଶତପଥୀ, କୃଷ୍ଣ ପଟ୍ଟନାୟକ, କୃଷ୍ଣ ନନ୍ଦ, ରାଜେନ୍ଦ୍ର ସାହୁ, ସଂଗ୍ରାମ ପଟ୍ଟନାୟକ, ଅଶୋକ ପଟ୍ଟନାୟକ, ମାର୍କଣ୍ଡ ସାହୁ, ରବୀନ୍ଦ୍ର ପଟ୍ଟନାୟକ, କମଲ ଗାଇନ, ଯୋଗେନ୍ଦ୍ର କଲାର, ଶ୍ରୀକ୍ରୀଷ୍ଣା ରାୟ, ଭଗବାନ କଲାର, ଯୁଧିଷ୍ଠିର ଦଳେଇ, ଶିବ ପତି, ସୁମନ ସାମଲ, ନିବେଦିତା ହାଲଦାର, ଜୟନ୍ତ ମଜୁମଦାର, ଜି.ସନ୍ତୁ, ବୁଲୁ ଗରଡ଼ା, ଗୋପୀନାଥ ସାହୁ, ସଂଜୟ ବିଶୋୟୀ, ଏବଂ ଅନେକ ଓକିଲ ବନ୍ଧୁ ଉପସ୍ଥିତ ରହିଥିଲେ।